Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ କର୍ମଚାରୀ। ଲାଞ୍ଚ ନେଉଥିବା ସମୟରେ ଢେଙ୍କାନାଳର ତହସିଲଦାର ଲକ୍ଷ୍ମଣ ଦଳେଇ ଭିଜିଲାନ୍ସ ହାତରେ ଧରିପଡିଛନ୍ତି।

ସୂଚନା ଅନୁସାରେ , ବେଆଇନ ପଥର ଖାଦାନରୁ ଟ୍ରକ ଛାଡ଼ିଦେବା ପାଇଁ ସେ ୩୦ହଜାର ଟଙ୍କା ଲାଞ୍ଚ ନେଉଥିଲେ। ସେହି ସମୟରେ ଲକ୍ଷ୍ମଣ ଭିଜିଲାନ୍ସ ହାତରେ ଥରା ପଡ଼ିଥିଲେ। ଢେଙ୍କାନାଳ ଭିଜିଲାନ୍ସ ଲାଞ୍ଚ ଟଙ୍କା ସହ ତାଙ୍କୁ ଗିରଫ କରିଛି।

Comments are closed.