Odisha Link
Bridging the Missing Links in Odisha
Monthly Archives

January 2021

ପେଟ୍ରୋଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ୩…

କୋରାପୁଟ: ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚୋରା ଚାଲଣ ହେଉଥିବା ବେଳେ ଜବତ ହୋଇଛି। ୧୫ଶହ ୭୭ କେଜିରୁ ଅଧିକ ଗଞ୍ଜେଇ ଚୋରା ଚାଲଣ ବେଳେ ଜବତ କଲା ପୋଲିସ। ପେଟ୍ରୋଲ ଟ୍ୟାଙ୍କର ଗାଡ଼ିର ଉପର ଚାମ୍ବରରେ ଯାଉଥିଲା ଗଞ୍ଜେଇ। ଗଞ୍ଜେଇ ଲମତପୁଟରୁ ବିହାରକୁ ଚୋରାଚାଲଣ ହେଉଥିଲା। ଘଟଣା ସ୍ଥଳରୁ ପେଟ୍ରୋଲ ଟ୍ୟାଙ୍କର ଗାଡ଼ି…

ମଝି ରାସ୍ତାରେ ମାରପିଟ୍, ସ୍କୁଟି ଚାଳକକୁ…

ଭୁବନେଶ୍ବର: ସାମାନ୍ୟ ଗାଡ଼ି ସାଇଡ୍ କରିବାକୁ କେନ୍ଦ୍ର କରି ଜଣେ ସ୍କୁଟି ଚାଳକଙ୍କୁ ପିଟିଛନ୍ତି ଦୁଇ ଜଣ ଦୁବୃର୍ତ୍ତ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ତନିସ୍କ ସୋ ରୁମ୍ ନିକଟ କ୍ରସିଂ ପାଖରେ। ପ୍ରବଳ ଗହଳି ଭିତରେ ଗାଡ଼ି ସାଇଟ୍ କରିବାକୁ ନେଇ ଏହି ଗଣ୍ଡଗୋଳ ହୋଇଥିଲା।…

ଓଲଟିଲା ପିକ୍ଅପ୍ ଭ୍ୟାନ୍: ଚାଲିଗଲା ୧୫…

କୋରାପୁଟ: ଭାରସାମ୍ୟ ହରାଇ ଓଲଟିଲା ପିକ୍ ଅପ୍ ଭ୍ୟାନ୍। ଫଳରେ ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ସୂଚନା ମିଳିଛି। ଏମିତି ଏକ ଘଟଣା ଘଟିଛି କୋଟପାଡ଼ ସିନ୍ଧିଗାଁ ମୂର୍ତ୍ତାହାଣ୍ଡିଠାରେ। ଦୁର୍ଘଟଣାରେ ୨ ଜଣ ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ କିଭଳି ଦୁର୍ଘଟଣା ଘଟିଲା ସେ ନେଇ…

ତ୍ରିରଙ୍ଗା ଅପମାନକାରୀଙ୍କୁ ଗିରଫ କର:…

ନୂଆଦିଲ୍ଲୀ: ଆଜି ‘ମନ କି ବାତ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଜାନୁଆରୀ ୨୬ ତାରିଖରେ ତ୍ରିରଙ୍ଗା ପତାକା ଅପମାନକୁ ନେଇ ଦୁଃଖ ପ୍ରକାଶ କରିବା ପରେ ଏହାକୁ ନେଇ ନିଜର ମତ ରଖିଛନ୍ତି ଚାଷୀ ନେତା ରାକେଶ ଟିକାୟତ। ସେ କହିଛନ୍ତି ଯେ, ତ୍ରିରଙ୍ଗା କେବଳ ପ୍ରଧାନମନ୍ତ୍ରୀଙ୍କର ନୁହେଁ। ସାରା ଦେଶ…

ନାବାଳିକାକୁ ଗଣଦୁଷ୍କର୍ମ ପରେ ଗଳାକାଟି…

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଶିଶୁକନ୍ୟାଙ୍କୁ ଗଳା କାଟି ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ। ଶିଶୁକନ୍ୟା ସହିତ ଗଣଦୁଷ୍କର୍ମ ହୋଇଥିବା ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଅତିରିକ୍ତ ଏସପି। ଶିଶୁକନ୍ୟା ଜଣକ ଏବେ ଗୁରୁତର ଅବସ୍ଥାରେ କଟକ ଏସସିବିରେ ଚିକିତ୍ସାଧୀନ ଅଛନ୍ତି। ଅତିରିକ୍ତ…

ଝରାଫୁଲ ମୃତ୍ୟୁ ଘଟଣା: ସାମ୍ନାକୁ ଆସିଲା…

ଭୁବନେଶ୍ବର: ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ଘଟଣାର ଏବେ ନୂଆ ନୂଆ ଖୁଲାସା ହେଉଛି। ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାକେଶ ଓ ତାର ବନ୍ଧୁ ଝରାଫୁଲଙ୍କୁ ସ୍କୁଟରରେ ନେଇ ଯାଉଥିବା ବେଳେ ଝରାଫୁଲଙ୍କ ଗୋଡ଼ ରାସ୍ତାରେ ଘୁଷୁଡ଼ୁଥିଲା। ଏହା ରାସ୍ତାରେ ଯାଉଥିବା ଅନ୍ୟ ଲୋକଙ୍କ ନଜରରେ ପଡ଼ିବା…

ଲୋକାର୍ପିତ ହେଲା ନ୍ୟୁଜ ଭିତ୍ତିକ…

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ୍ ନ୍ୟୁଜ ଭିତ୍ତିକ କାର୍ଟୁନ ସାପ୍ତାହିକ ‘ସମାଲେଚନା’ ସହିଦ ଦିବସରେ ଲୋକାର୍ପିତ ହୋଇଯାଇଛି। ଏହାର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ। ଏହା ସହ ରାଜ୍ୟର ବିଭିନ୍ନ ବର୍ଗର ପ୍ରତିନିଧିତ୍ୱ କରୁଥିବା ପ୍ରତିଷ୍ଠିତ ବ୍ୟକ୍ତିତ୍ୱମାନେ ଯୋଗ ଦେଇ…

ମନ କି ବାତ୍‌ କାର୍ଯ୍ୟକ୍ରମରେ ଓଡ଼ିଆ…

ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କି ବାତ କାର୍ଯ୍ୟକ୍ରମରେ ରାଉରକେଲାର ଜଣେ ଝିଅଙ୍କୁ ପ୍ରଶଂସା କରିଛନ୍ତି। ଇଞ୍ଜିନିୟରିଂ ଛାତ୍ରୀ ଭାଗ୍ୟଶ୍ରୀ ସାହୁଙ୍କୁ ମୋଦୀ ପ୍ରଶଂସା କରିଛନ୍ତି। ପଟ୍ଟଚିତ୍ର ପାଇଁ ଭାଗ୍ୟଶ୍ରୀଙ୍କୁ ମୋଦୀ ଉଚ୍ଚ ପ୍ରଶଂସା କରିଛନ୍ତି। ସଫ୍ଟ ଷ୍ଟୋନରେ ପଟ୍ଟଚିତ୍ର…

ଦେଶକୁ ଦୁଃଖିତ କରିଛି ତ୍ରିରଙ୍ଗାର ଅପମାନ…

ନୂଆଦିଲ୍ଲୀ: ଆଜି ୭୩ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକାର ଅପମାନ ଘଟଣାକୁ ନେଇ ମନର କଥା କହିଛନ୍ତି। ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଦେଶବାସୀଙ୍କ ମନରେ ଏହି ଘଟଣା ଗଭୀର ଆଘାତ ଦେଇଛି। ଏନେଇ ସେ ବହୁତ ମର୍ମାହତ ଏବଂ…

ଫେବ୍ରୁଆରୀ ପହିଲାରୁ ହାଉସଫୁଲ୍ ହେବ…

ନୂଆଦିଲ୍ଲୀ: ସିନେ ପ୍ରେମୀଙ୍କ ପାଇଁ ଭଲ ଖବର। କାରଣ ହାଉସଫୁଲ ହେବ ସିନେମା ହଲ୍। ଫେବ୍ରୁଆରୀ ପହିଲାରୁ ଅର୍ଥାତ ଆସନ୍ତାକାଲିଠାରୁ ଶତ ପ୍ରତିଶତ ଦର୍ଶକରେ ଚାଲିବ ଫିଲ୍ମ ହଲ୍। ଏନେଇ ଗ୍ରୀନ ସିଗନାଲ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରାଳୟ। କରୋନା ଯୋଗୁଁ ଗତ ମାର୍ଚ୍ଚ ମାସରୁ ବନ୍ଦ ଥିଲା ସିନେମା ହଲ୍ । ଗତ…