ଭାରତରେ ଥିବା ପାକ୍ ନାଗରିକଙ୍କ ପାଇଁ…
ଓଏଲ୍ ବ୍ୟୁରୋ: ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ସାରା ଦେଶରେ ଚହଳ ପଡିଛି। ଏସବୁ ଭିତରେ ଭାରତରେ ରହିଯାଇଥିବା ପାକ୍ ନାଗରିକଙ୍କ ପାଇଁ ଆଶ୍ବସ୍ତି ମିଳିଛି। ମେ' ୧୦ରୁ ଜୁଲାଇ ୧୦ ଭିତରେ ପୁନଃ ଭିସା ଆବେଦନ କରିପାରିବେ। ଦୀର୍ଘକାଳୀନ ଭିସା (LTV) ପୁନଃ ଆବେଦନ କରିପାରିବେ। eFRRO ପୋର୍ଟାଲ୍ରେ ଭିସା…