Odisha Link
Bridging the Missing Links in Odisha
Daily Archives

January 19, 2021

କୁନି ଝିଅକୁ କୋର୍ଟ ପଠାଇଲା ପୁଲିସ

ଭୁବନେଶ୍ବର: ଜମିବାଡ଼ି ଗଣ୍ଡଗୋଳକୁ କେନ୍ଦ୍ର କରି ୮ ବର୍ଷ ଝିଅକୁ କୋର୍ଟ ପଠାଇଲା ପୋଲିସ। କୁନି ଝିଅଙ୍କୁ ଦେଖି କୋର୍ଟ ଖପ୍ପା ହୋଇଥିଲେ। ପୁରା ମାମଲାରୁ ନାବାଳିକାର ନା କାଟିଦେବା ସହ ଏ ସମ୍ପର୍କରେ ଡିସିପିଙ୍କୁ ଜଣାଇଥିଲେ। ଅନ୍ୟପଟେ କାହିଁକି ଜଣେ ନାବାଳିକାକୁ କୋର୍ଟରେ ହାଜର ହେବା ପାଇଁ ନୋଟିସ…

ମାଲକାନଗିରିରେ ସଡ଼କ ଦୁର୍ଘଟଣା, ଗଲା ୩…

ମାଲକାନଗିରି: ସଦର ବ୍ଲକ ଅନ୍ତର୍ଗତ ବିଜାଘାଟିରେ ଆଜି ଦୁଇଟି ମୋଟର ସାଇକେଲ ମୁହାଁମୁହିଁ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଏହି ଦୁର୍ଘଟଣାରେ ଦୁଇଟି ମୋଟର ସାଇକେଲର ତିନି ଜଣ ଆରୋହିଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ତେବେ ମୃତକଙ୍କ ପରିଚୟ ମିଳି ପାରିନାହିଁ। ଘଟଣା ସମ୍ପର୍କରେ ଖବର ପାଇ ମାଲକାନଗିରି…

ରାଜଧାନୀରେ ମହିଳାଙ୍କୁ ଛୁରା ମାଡ଼

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ପଟିଆ ଷ୍ଟେସନ ନିକଟରେ ଜଣେ ମହିଳାଙ୍କୁ ଛୁରା ମାଡ଼ ହୋଇଛି। ଗୁରୁତର ମହିଳାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜଣେ ଅଟୋ ଚାଳକ ମହିଳାଙ୍କୁ ଛୁରା ମାଡ଼ କରିଥିବା ସୂଚନା ମିଳିଛି। ଗୁରୁତର ମହିଳା ରଶ୍ମିତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି…

ରାଜ୍ୟରେ ନିଯୁକ୍ତି ପାଇବେ ୨ ହାଜରରୁ…

ଭୁବନେଶ୍ବର: ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଜି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଆହୁରି ୨ ହଜାରରୁ ଅଧିକ ଡାକ୍ତରଙ୍କୁ ଦିଆଯିବ ନିଯୁକ୍ତି। ଓପିଏସସି ପକ୍ଷରୁ ଡାକ୍ତର ଓ ଦନ୍ତ ଚିକିତ୍ସକ ପଦବୀ ପୂରଣ କରାଯିବ। ଡାକ୍ତର ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇବ।…

କାଲି ୯ ଜିଲ୍ଲାରେ ପଡ଼ିବ ଘନ କୁହୁଡ଼ି

ଭୁବନେଶ୍ୱର: ପୁଣି ରାଜ୍ୟରେ ଲାଗି ରହିଛି ଶୀତର ଲହରି। ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ପାଣିପାଗରେ ସେପରି କୌଣସି ବଡ଼ଧରଣ ପରିବର୍ତ୍ତନର ହେବାର ସମ୍ଭାବନା ନାହିଁ। ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବ।ହେଲେ ଆଗାମୀ ୨ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତର ଓଡ଼ିଶା, ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶା, ଉପକୂଳ ଓଡ଼ିଶା ଓ…

ରାଉରକେଲାରେ ୫ଟି ସଚିବ ଭି.କେ ପାଣ୍ଡିଆନ୍

ଭୁବନେଶ୍ବର: ରାଉରକେଲାରେ ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ। ବିପିୟୁଟି ପରିସରରେ ନିର୍ମିତ ହେବାକୁ ଥିବା ପ୍ରସ୍ତାବିତ ଆନ୍ତର୍ଜାତୀୟ ହକି ଷ୍ଟାଡିୟମର ସ୍ଥାନ ପରିଦର୍ଶନ କଲେ ଫାଇଭ ଟି ସଚିବ। ୨୦୨୨ ସୁଦ୍ଧା ଏହି ଷ୍ଟାଡିୟମର କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଆଜି ଏହି ସ୍ଥାନର ଅନୁଧ୍ୟାନ…

ଆରିଥ୍‌ମିଆ ଚିକିତ୍ସାର ସୁବିଧା ସମ୍…

ଭୁବନେଶ୍ୱର: ହୃଦ୍‌ସ୍ପନ୍ଦନରେ ସମସ୍ୟା ସୃଷ୍ଟି କରୁଥିବା ବ୍ୟାଧି ଆରିଥ୍‌ମିଆ ର ଚିକିତ୍ସା ଏବେ ସମ୍ ଅଲଟିମେଡ କେୟାରରେ ଉପଲବ୍ଧ। ଓଡ଼ିଶାର ପ୍ରଥମ କର୍ପୋରେଟ୍ ହସ୍ପିଟାଲ୍ ଭାବେ ସମସ୍ତ ଅତ୍ୟାଧୁନିକ ଉପକରଣ ସହ ସ୍ୱତନ୍ତ୍ର ଇଲେକ୍ଟ୍ରୋଫିଜିଓଲୋଜି ଲାବାରୋଟୋରି ସମ୍ମମ୍‌ରେ ଆରମ୍ଭ ହୋଇଛି। ଆରିଥ୍‌ମିଆ…

ସାରା ବିଶ୍ୱ ଏବେ ଡିଜିଟାଲ୍ ଖବର ମୁହାଁ

ଭୁବନେଶ୍ୱର: ଖବର ପାଖେ ପହଞ୍ଚିବା ପାଇଁ ସାରା ବିଶ୍ୱ ଏବେ ଡିଜିଟାଲ୍ ଟେକ୍ନୋଲୋଜିର ସାହାଯ୍ୟ ନେଉଥିବା ବେଳେ ସମସ୍ତ ଗଣମାଧ୍ୟମ ସମୟ ସହ ତାଳ ଦେଇ ଆଗକୁ ବଢ଼ିବା ଆବଶ୍ୟକ। ଖବର ପାଇବା ଦିଗରେ ନ୍ୟୁଜ୍ ପୋର୍ଟାଲ୍‌ଗୁଡ଼ିକ ଏବେ ସବୁଠାରୁ ଭଲ ମାଧ୍ୟମ ହୋଇଥିବା ବେଳେ ଦୈନିକ ଖବର କାଗଜ ‘ପ୍ରମେୟ’ ଏବଂ ଓଡ଼ିଆ…

ମିଲର ଓ ରାଜ୍ୟ ସରକାରଙ୍କ ଅରୁଆ ଉଷୁନା…

ଭୁବନେଶ୍ୱର: ରାଜ୍ୟ ସରକାର ମିଲର ମାନଙ୍କ ସ୍ୱାର୍ଥରେ କାମ କରୁଛନ୍ତି। ରାଜ୍ୟ ସରକାର ଉଷୁନା ଚାଉଳ ପାଇଁ ମିଲରମାନଙ୍କ ପାଇଁ ଓକିଲାତି କରୁଛନ୍ତି। ଉଷୁନା ଚାଉଳକୁ ଉତ୍ପାଦନ କଲେ ମିଲରମାନେ ଲାଭବାନ ହୁଅନ୍ତି। ଓଡ଼ିଶାର ମିଲରମାନଙ୍କ ପାଖରେ ଉଷୁନା ଚାଉଳ ଗଚ୍ଛିତ ହୋଇଥିବାରୁ ସେମାନେ ଏହାକୁ ଆଗ ଖାଲି…

କେନ୍ଦ୍ରକୁ ଚିଠି ଲେଖିଲେ ମନ୍ତ୍ରୀ…

ଭୁବନେଶ୍ୱର: କେନ୍ଦ୍ର ଖାଉଟି କଲ୍ୟାଣ, ଖାଦ୍ୟ ଓ ସାଧାରଣ ବ‌ଣ୍ଟନ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ। ଧାନ କିଣାରେ ସବ୍‌ସିଡି ଟଙ୍କା ବକେୟା ପଡ଼ିଥିବା ନେଇ କହିଲେ ମନ୍ତ୍ରୀ। ଏହା ସହିତ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, କୋଭିଡ୍‌ ସଙ୍କଟ…