ନାଗକୁ ମାରିଲା ପୋଷା କୁକୁର ଶେରା
ଖୋର୍ଦ୍ଧା : ନାଗ ସହ ୧୫ ମିନିଟ୍ ଧରି ଲଢେଇ କଲା କୁକୁର। ଖୋର୍ଦ୍ଧା ଜିଲ୍ଲା ଜଟଣୀରୁ ଆସିଛି ଏମିିତି ଖବର। ନିଜର ମାଲିକଙ୍କୁ ରକ୍ଷା କରିବା ପାଇଁ ଜୀବନକୁ ବାଜି ଲଗାଇଦେଲା। ଶେରା ନାମକ ଏହି କୁକୁରଙ୍କ ଏପରି ସାହସିକତା ଏବେ ଜଟଣୀ ଅଞ୍ଚଳରେ ଚର୍ଚାର ବିଷୟ ହୋଇଛି। ନାଗ କୁକୁର ଲଢେଇର ପୁରା ଚିତ୍ର କଏଦ…