ଭୁବନେଶ୍ୱରର ୫ଟି ହସ୍ପିଟାଲରେ ହେବ…
ଭୁବନେଶ୍ୱର: ଭୁବନେଶ୍ୱରରେ ୫ଟି ହସ୍ପିଟାଲରେ ଟିକା ବ୍ୟବସ୍ଥା କରାଯାଇଛି। ଆଜି ଅପରାହ୍ନ ୪ଟା ୨୦ ସୁଦ୍ଧା ଭୁବନେଶ୍ବରରେ ପହଞ୍ଚିବ ଟିକା। ପୁଣେରୁ ସ୍ୱତନ୍ତ୍ର ବିମାନ ଯୋଗେ ଏହି ଟିକା ଓଡ଼ିଶାକୁ ଅଣା ଯାଉଛି। ଏହି କରୋନା ଭାକସିନ୍ ଭୁବନେଶ୍ୱରରେ ମୋଟ ୨୧ ହଜାର ଲୋକଙ୍କୁ ଦିଆଯିବ। ସେ ନେଇ ସୂଚନା…