ଗରାବଡ଼ୁ ନିଯୋଗର ହେବ କରୋନା ଟେଷ୍ଟ
ଭୁବନେଶ୍ବର: ଆଗକୁ ମହାପ୍ରଭୁ ଜଗନ୍ନାଥଙ୍କ ସ୍ନାନ ଯାତ୍ରା। ସ୍ନାନ ପୂର୍ଣ୍ଣିମା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିସହିତ କରୋନା ଭାଇରସ୍କୁ ନେଇ ସଚେତନତା ବୈଠକ କରାଯାଇଛି। ଦଇତାପତି ନିଯୋଗ ପରେ ଆଜି ଗରାବଡ଼ୁ ନିଯୋଗ ସହ ବୈଠକ ହୋଇଥିଲା। ୨୯ ଓ ୩୦ରେ ଗରାବଡ଼ୁ ନିଯୋଗର…