ଭାରତ ଓ ଚୀନ୍ ମଧ୍ୟରେ ହେବେ ୯ କମାଣ୍ଡର…
ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ସୀମା ବିବାଦର ଅନ୍ତ ଏପର୍ଯ୍ୟନ୍ତ ହୋଇ ନାହିଁ । ୮ ଥର ହୋଇଥିବା କମାଣ୍ଡରସ୍ତରୀୟ ବୈଠକରେ କୌଣସି ସଫଳ ମିଳିନଥିଲା। ତେଣୁ ଏବେ ପୁଣି ଥରେ ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ଆସନ୍ତାକାଲି ୯ମ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହେବ ବୋଲି…