Odisha Link
Bridging the Missing Links in Odisha
Browsing Tag

KIIT University

‘କିଟ୍ ନହ୍ନିପରୀ ୨୦୨୨’ର…

ଓଏଲ୍ ବ୍ୟୁରୋ : ଶେଷ ହୋଇଛି କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ ୨୦୨୨ର ଫାଇନାଲ୍ ରାଉଣ୍ଡ। କିଟ୍ ପକ୍ଷରୁ ଆୟୋଜିତ ଏହି ପ୍ରୋଗ୍ରାମରେ ୧୦ଜଣ ଫାଇନାଲ୍ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଥିଲେ। ତେବେ ବାକି ୯ଜଣ ଫାଇନାଲିଷ୍ଟଙ୍କୁ ହରାଇ ଭୁବନେଶ୍ୱରର ଝିଅ ଆଏନା ରାଉତରାୟ କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ…

କିଟ୍‍ର ରୌପ୍ୟ ଜୟନ୍ତୀ ଉଦ୍‍ଘାଟିତ

ଓଏଲ୍ ବ୍ୟୁରୋ : କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଇଣ୍ଡଷ୍ଟ୍ରିଆଲ୍‍ ଟେକ୍ନୋଲୋଜିର ୨୫ବର୍ଷ ପୂର୍ତ୍ତି ଅବସରରେ ପାଳନ ହୋଇଛି ରୌପ୍ୟ ଜୟନ୍ତୀ ସମାରୋହ (ସଏଲ୍‍ ଟୁ ସିଲ୍‍ଭର) । ବୁଧବାର ଏହି ଜୟନ୍ତୀ ଉଦ୍‍ଘାଟିତ ହୋଇଯାଇଥିବାବେଳେ କିଟ୍‍ ପ୍ରତିଷ୍ଠାର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ଚଳିତବର୍ଷ କିଟ୍‍ ତାର…

ଇନୋଭେସନ୍‍ ରାଙ୍କିଙ୍ଗ ୨୦୨୧: କ୍ରମାଗତ…

ଭୁବନେଶ୍ୱର: ଗବେଷଣା ଓ ସର୍ଜନା କ୍ଷେତ୍ରରେ କିଟ୍‍ ବିଶ୍ୱବିଦ୍ୟାଳୟକୁ ମିଳିଛି ଭାରତ ସରକାରଙ୍କ ସ୍ୱୀକୃତି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଅଟଳ ରାଙ୍କିଙ୍ଗ ଅଫ୍‍ ଇନ୍‍ଷ୍ଟିଚ୍ୟୁସନ୍‍ ଅନ୍‍ ଇନୋଭେସନ୍‍ ଆଚିଭମେଣ୍ଟ (ଏଆରଆଇଆଇଏ)ରେ ସମଗ୍ର ଭାରତର ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟ…

ଆଇବିଡିପି ପରୀକ୍ଷାରେ କିଟ୍‍…

ଭୁବନେଶ୍ୱର: ଇଣ୍ଟରନ୍ୟାସ୍‍ନାଲ୍‍ ବାକାଲରେଟ୍‍ ଡିପ୍ଲୋମା ପ୍ରୋଗ୍ରାମ୍‍ (ଆଇବିଡିପି) ପରୀକ୍ଷାରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ମଙ୍ଗଳବାର ପ୍ରକାଶିତ ପରୀକ୍ଷା ଫଳ ଅନୁସାରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ୨୫ ପ୍ରତିଶତ…

ଟୋକିଓ ଅଲିମ୍ପିକରେ କିଟ୍‍ରୁ ୩ ଖେଳାଳି

ଭୁବନେଶ୍ବର: ଚଳିତବର୍ଷ ଟୋକିଓ ଅଲିମ୍ପିକ୍‍ସରେ କିଟ୍‍ ବିଶ୍ୱବିଦ୍ୟାଳୟର ୩ ଜଣ ଛାତ୍ରଛାତ୍ରୀ ଓ ଜଣେ ଡାକ୍ତରଙ୍କୁ ମିଶାଇ ମୋଟ ୪ଜଣ ପ୍ରତିନିଧି ଅଂଶଗ୍ରହଣର ସୁଯୋଗ ପାଇଛନ୍ତି। ସମଗ୍ର ଭାରତରେ କିଟ୍‍ ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ଏହି ସୌଭାଗ୍ୟର ଅଧିକାରୀ ହୋଇପାରିଛି। ଗୋଟିଏ ବିଶ୍ୱବିଦ୍ୟାଳୟରୁ ୩ଜଣ…

ଟାଇମସ ହାଇଅର ଏଜୁକେସନ୍‍ ଏସିଆ…

ଭୁବନେଶ୍ୱର: ଦି ଟାଇମସ ହାଇଅର ଏଜୁକେସନ୍‍ ଏସିଆ ୟୁନିଭର୍ସିଟି ରାଙ୍କିଂ ୨୦୨୧ରେ କିଟ୍‍ ବିଶ୍ୱବିଦ୍ୟାଳୟ ଉତ୍ତମ ପ୍ରଦର୍ଶନ କରିଛି। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ‘ଦି ଟାଇମସ ହାଇଅର ଏଜୁକେସନ୍‍’ ପକ୍ଷରୁ ବିଶ୍ୱସ୍ତରୀୟ ଏସିଆ ୟୁନିଭର୍ସିଟି ରାଙ୍କିଂ ଫଳଫଳ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖନୀୟ…

କିଟ୍‍ ଓ କିସରେ ଆନ୍ତର୍ଜାତିକ ମହିଳା…

ଭୁବନେଶ୍ୱର: କିଟ୍‍ ଅନୁଷ୍ଠାନ ସମୂହ ଓ କିସରେ କାର୍ଯ୍ୟରତ ସମସ୍ତ ମହିଳା କର୍ମଚାରୀଙ୍କୁ କିଟ୍‍ ପକ୍ଷରୁ ମାଗଣା କରୋନା ଟିକା ଯୋଗାଇ ଦିଆଯିବ ବୋଲି କିଟ୍‍ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଘୋଷଣା କରିଛନ୍ତି। ସୋମବାର କିଟ୍‍ ଓ କିସ୍‍ ପକ୍ଷରୁ ଆନ୍ତର୍ଜାତିକ…

କିଟ୍‍ ବିଶ୍ୱବିଦ୍ୟାଳୟରେ ଇଣ୍ଡିଆନ୍…

ଭୁବନେଶ୍ବର: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଲ'ର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଆଜି କିଟ୍‍ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସୁପ୍ରିମ୍‍କୋର୍ଟ ବିଚାରପତି ଜଷ୍ଟିସ୍‍ ଉଦୟ ଉମେଶ ଲଳିତ, ଜଷ୍ଟିସ୍‍ ଭୂଷଣ ରାମକ୍ରିଷ୍ଣା ଗଭାଇ, ଜଷ୍ଟିସ୍‍ ଭି ରାମସୁବ୍ରମଣ୍ୟମ୍‍,…

କରୋନା ମହାମାରୀ ସତ୍ତ୍ୱେ କିଟରେ ରେକର୍ଡ…

ଭୁବନେଶ୍ବର: କରୋନା ମହାମାରୀ ଗତିଶୀଳ ଭାରତ ତଥା ସମଗ୍ର ବିଶ୍ୱକୁ ହଠାତ୍‍ ସ୍ଥିର ଅବସ୍ଥାକୁ ନେଇ ଆସିଥିଲା। ଏଥିରୁ କେହି ବି ବର୍ତ୍ତି ନାହାନ୍ତି। ମହାମାରୀ ଯୋଗୁଁ ସମସ୍ତେ ଅଳ୍ପ ବହୁତେ ପ୍ରଭାବିତ ହୋଇଛନ୍ତି । ଯେଉଁମାନେ ଅତ୍ୟଧିକ ପ୍ରଭାବିତ ହୋଇଥିଲେ ସେମାନଙ୍କ ମଧ୍ୟରେ ଛାତ୍ର ସମାଜ ଅନ୍ୟତମ। ସ୍କୁଲ,…

କନ୍ୟାକିରଣ ପକ୍ଷରୁ ରାଜ୍ୟସ୍ତରୀୟ…

ଭୁବନେଶ୍ୱର: କିଟ୍ ଓ କିସ୍‍ର ଅନନ୍ୟ ପ୍ରୟାସ ‘କନ୍ୟାକିରଣ’ ପକ୍ଷରୁ ଗତକାଲି ରାଜ୍ୟର ୩୦ ଜିଲ୍ଲା ସଦର ମହକୁମା ସମେତ ୩୪ଟି ସ୍ଥାନରେ ‘ରାଷ୍ଟ୍ରୀୟ କନ୍ୟାକିରଣ ଦିବସ’ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ୟା କିରଣର ଚଳିତବର୍ଷର ବିଷୟବସ୍ତୁ ‘ମୁଁ ପଢ଼ିବି ମୁଁ ବଢ଼ିବି’ ଉପରେ ଭୁବନେଶ୍ୱରରେ ଏକ ଭର୍ଚୁଆଲ୍‍…