ଡିଏଲ, ଏଲଏଲ ସ୍ଲଟ୍ ବୁକିଂ ବାତିଲ କଲେ…
ଭୁବନେଶ୍ବର: ଡିଏଲ, ଏଲଏଲ ସ୍ଲଟ୍ ବୁକିଂ ନିର୍ଦ୍ଦେଶକୁ ବାତିଲ କଲେ ରାଜ୍ୟ ସରକାର। ଖୁବଶୀଘ୍ର ଡିଏଲ, ଏଲଏଲ ସ୍ଲଟ ବୁକିଂ ନେଇ ରାଜ୍ୟ ସରକାର ସାନି ବିଜ୍ଞପ୍ତି ଜାରି କରିବେ। ମାର୍ଚ୍ଚ ୧୮ରୁ ସେପ୍ଟେମ୍ବର ୩୦ ମଧ୍ୟରେ ଅବଧି ସରୁଥିଲେ କାଏମ ରହିବ। କେବେଠୁ ସାରଥୀ ପୋର୍ଟାଲ କାର୍ଯ୍ୟ କରିବ ସେ ସମ୍ପର୍କରେ…