ସଟ୍ଡାଉନ୍ ସମୟରେ ଭୁବନେଶ୍ବରରେ ଖୋଲା…
ଭୁବନେଶ୍ବର: ଆଜି ସଂଧ୍ୟା ୮ଟାରୁ ଭୁବନେଶ୍ବର ସମେତ କଟକ ଓ ଭଦ୍ରକ ସହରରେ ସମ୍ପୂର୍ଣ୍ଣ ସଟ୍ଡାଉନ୍ ଲାଗୁ ହୋଇଛି। ଏହି ସମୟରେ କୌଣସି ଦୋକାନ ବଜାର, ଏପରିକି ଅତ୍ୟାବଶ୍ୟକୀୟ ଦୋକାନ ମଧ୍ୟ ଖୋଲା ରହିବ ନାହିଁ। ତେବେ ଲୋକଙ୍କ ସ୍ବାସ୍ଥ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦୁଇଦିନ ସଟ୍ଡାଉନ୍ ସମୟରେ ଅଳ୍ପକିଛି…