ମୋବାଇଲ ଗ୍ରାହକ ବୃଦ୍ଧିରେ ଓଡ଼ିଶା ପ୍ରଥମ
ଭୁବନେଶ୍ବର: ଦେଶର ୨୨ଟି ଟେଲିକମ୍ ସର୍କଲ ମଧ୍ୟରୁ ଓଡ଼ିଶାରେ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ସେପ୍ଟେମ୍ବରରେ ସବୁଠୁ ଅଧିକ ରହିଛି। ଗ୍ରାହକଙ୍କ ସଂଖ୍ୟାରେ ୧.୧୩ ପ୍ରତିଶତ ଅଭିବୃଦ୍ଧି ଘଟିଛି। ଓଡ଼ିଶା ପଛକୁ ପଞ୍ଜାବ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଆସାମ ତୃତୀୟ ସ୍ଥାନରେ ରହିଛି। ୨୨ଟି ଟେଲିଫୋନ ସର୍କଲ…