ବିଲରେ ଧାନ କାଟିଲେ ବିଧାୟକ
ନବରଙ୍ଗପୁର: ବିଲରେ ଧାନ କାଟିଲେ ବିଧାୟକ ଦମ୍ପତି। ଏମିତି ଏକ ରୋଚକ ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁରରେ। ବିଧାୟକ ହୋଇ ମଧ୍ୟ ନିଜ ବ୍ୟସ୍ତବହୁଳ ଜୀବନରୁ ସମୟ କାଢି ଏବେ ଧାନ ବିଲରେ ବିଧାୟକ ଧରିଛନ୍ତି ଦାଆ। ଧାନ ଅମଳ ସମୟରେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଓ ତାଙ୍କର ପତ୍ନୀ ମଧ୍ୟ ସହ ଯୋଗର ହାତ…