ଦାନ୍ତେୱାଡ଼ାରେ ନକ୍ସଲ ଆକ୍ରମଣ: ବିଜେପି…
ଦାନ୍ତେୱାଡ଼ା: ପୁଣି ଗଣତନ୍ତ୍ର ବିରୋଧରେ ଯୁଦ୍ଧଂଦେହି ଡାକରା ଦେଇଛନ୍ତି ଲାଲ ବାହିନୀ। ନିର୍ବାଚନର ୨ ଦିନ ପୂର୍ବରୁ ଲାଲଗଡ଼ ଛତିଶଗଡ଼ରେ ରକ୍ତର ହୋଲି ଖେଳିଛନ୍ତି ନକ୍ସଲ। ସାଧାରଣ ନିର୍ବାଚନର ୩୬ ଘଣ୍ଟା ପୂର୍ବରୁ ଛତିଶଗଡ଼ ଦାନ୍ତେୱାଡ଼ାଠାରେ ବିଜେପିର ଏକ ନିର୍ବାଚନୀ ଶୋଭାଯାତ୍ରା ଉପରେ ବଡ଼ ଧରଣର ଆକ୍ରମଣ…