ନବ ଦମ୍ପତି ପିନ୍ଧିଲେ ପିଆଜ-ରସୁଣ ମାଳ,…
ବାରଣାସୀ: ସାରା ଦେଶରେ ପିଆଜକୁ ନେଇ ଦେଶବାସୀ ଚିନ୍ତାରେ ଥିବାବେଳେ ବାରଣାସୀରେ ଦେଖିବାକୁ ମିଳିଛି ଏକ ଦୃଶ୍ୟ। ନବଦମ୍ପତି ବିବାହ ବେଦିରେ ପିଆଜ ମାଳ ପକାଇବା ଫଟୋ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି। କେବଳ ପିଆଜ ମାଳ ପକାଇବା ଦୃଶ୍ୟ ଦେଖିବାକୁ ମିଳିନଥିଲା ଏଥିସହିତ ଆସୁଥିବା ଅତିଥି ନବଦମ୍ପତ୍ତିଙ୍କୁ…