Odisha Link
Bridging the Missing Links in Odisha
Browsing Tag

OPTCL

ବାତ୍ୟାରେ ଓପିଟିସିଏଲ କର୍ମଚାରୀଙ୍କ…

ଭୁବନେଶ୍ୱର: ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା ୟାସ୍। ବାତ୍ୟାକୁ ଦୃଷ୍ଟିରେ ରଖି ଓପିଟିସିଏଲ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ଘୋଷଣା କରାଯାଇଛି। ୟାସ୍‌ ବାତ୍ୟା ପରେ ବିଦ୍ୟୁତ ସରବରାହ ସ୍ବାଭାବିକ କରିବାକୁ କାମ କରିବେ ଓପିଟିସିଏଲ କର୍ମଚୀରୀ। ଏହି ସମୟରେ ଯଦି କୌଣସି ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ହୁଏ ତେବେ…

ଓପିଟିସିଏଲ: ହିସାବ ଗଡ଼ବଡ଼, କୋଟିଏ ଲୁଟ୍!

ଭୁବନେଶ୍ବର: ଓଡିଶା ବିଦ୍ୟୁ୍ତ ଶକ୍ତି ସଞ୍ଚାରଣ ନିଗମ ଲିଃ (ଓପିଟିସିଏଲ୍) ଟେଲିକମ୍‌ ବିଭାଗରେ ହିସାବ ଗଡ଼ବଡ଼ କରି କୋଟିଏରୁ ଅଧିକ ଟଙ୍କାର ଦୁର୍ନିତି ହୋଇଛି। ଏମିତି ଗଡ଼ବଡ଼ କରି ୪୬ କୋଟି ୯୩ ଲକ୍ଷ ଜାଗାରେ ୪୮ କୋଟି ଟଙ୍କାର ବିଲ୍‌ କରାଯାଇଛି। ଖାଲି ସେତିକି ନୁହେଁ ଫନି ପୁନରୁଦ୍ଧାର କାମରେ ବି ଘୋଟାଲା…

ଶକ୍ତି ବିଭାଗରେ ଏବେ ବି ଶକ୍ତିଶାଳୀ…

ଭୁବନେଶ୍ବର: ମେ ୨୯ରେ ୫ମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ତାଙ୍କ ୫ମ ପାଳିରେ ୧୦ ଜଣ ନୁଆ ଚେହେରାକୁ ମନ୍ତ୍ରୀମଣ୍ଡଳରେ ସାମିଲ କରିଥିଲେ। ଏଥିରୁ ଶକ୍ତିବିଭାଗର ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ହେଲେ ଅନ୍ୟତମ। ସେ ପ୍ରଥମ…