ପିହୁ ନିଖୋଜ ମାମଲା, ମରାଗଲା ପୋଷ୍ଟର
ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ମଧୁସୂଦନପୁର ଗ୍ରାମର ପିହୁ ନିଖୋଜ ମାମଲା ୬ ମାସ ସମୟ ବିତିଯାଇଥିବା ବେଳେ ପୁଲିସ୍କୁ ନିଖୋଜ ପିହୁର କୌଣସି ପତ୍ତା ମିଳିପାରି ନାହିଁ। ଏବେ ପୁଲିସ୍ ତତ୍ପରତା ଦେଖାଇ ପିହୁ ଗାଁରେ ପହଞ୍ଚି ପମ୍ପ ଲଗାଇ ପୋଖରୀ ଶୁଖାଉଥିବା ବେଳେ ବିଭିନ୍ନ ସ୍ଥାନରେ ନିଖୋଜ…