ସାରୁଅ ଜମି କେଳେଙ୍କାରୀର ପର୍ଦ୍ଦାଫାସ…
ଭୁବନେଶ୍ୱର: ସାରୁଅ ଜମି ଦୁର୍ନୀତିର ନୂଆ ମୋଡ଼ ନେଇଛି। ଓଡ଼ିଶା ଇନଫାଟ୍ରେକ ପ୍ରାଇଭେଟ୍ ଲିମିଟେଡ ଜମି ହଡ଼ପ କରିଛି। ପ୍ରାଥମିକ ତଦନ୍ତରୁ ଏହା ଜଣାପଡିଛି ବୋଲି ସାମ୍ବାଦିକ ସମ୍ମଳନୀରେ ଆଜି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି। ଚଞ୍ଚକତା କରି ଲୋକଙ୍କ ଜମି ହଡପ କରାଯାଇଛି ବୋଲି ସେ ଗଣମାଧ୍ୟମର…