ବଡ଼ଦେଉଳରେ ଠେଲାପଲା, ୨ ଆହତ
ଓଏଲ୍ ବ୍ୟୁରୋ: ସିଂହନାଥ ପୀଠରେ ଦଳାଚକଟା ଘଟଣାକୁ ୨୪ ଘଣ୍ଟା ନପୁରୁଣୁ ପୁରୀ ଶ୍ରୀମନ୍ଦିରରେ ପୁନାରାବୃତ୍ତି। ରବିବାର ବଡ଼ଦେଉଳରେ ଠେଲାପେଲା ଯୋଗୁ ୨ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଉଭୟଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଜଣେ ସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ଘରକୁ ଛାଡ଼ି…