Odisha Link
Bridging the Missing Links in Odisha
Browsing Tag

supreme court judgement

ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ସାବ୍ୟସ୍ତ…

ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସୁପ୍ରିମକୋର୍ଟ। ଆକ୍ଷେପମୂଳକ ଟୁଇଟ୍ ମାମଲାରେ ନିଜ ଆଡ଼ୁ ମାମଲା ଗ୍ରହଣ କରି ସୁପ୍ରିମକୋର୍ଟ ପ୍ରଶାନ୍ତ ଭୂଷଣଙ୍କୁ କୋର୍ଟ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ଅପରାଧ ନିମନ୍ତେ ତାଙ୍କୁ…

ସୁଶାନ୍ତ ସିଂହ ମୂତ୍ୟୁ ମାମଲା; ଆଜି…

ମୁମ୍ବାଇ : ସୁଶାନ୍ତ ସିଂହ ରାଜପୁତ ମାମଲାରେ ଆଜି ସୁପ୍ରିମ କୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି ହେବ। ରିୟା ଚକ୍ରବର୍ତ୍ତୀ କରିଥିବା ଆବେଦନ ଉପରେ ସୁପ୍ରିମ କୋର୍ଟ ଆଜି ନିଷ୍ପତ୍ତି ନେବେ। ରିୟାଙ୍କ ଆବେଦନ ମୁତାବକ ନିଜ ବିରୋଧରେ ପାଟନାରେ ରୁଜୁ ହୋଇଥିବା ମାମଲାକୁ ମୁମ୍ବାଇକୁ ଟ୍ରାନ୍ସଫର କରିବାକୁ ସେ…

ଆଜି ବଂଶଧାରା ଜଳବିବାଦ ମାମଲାର ଶୁଣାଣି

ନୂଆଦିଲ୍ଲୀ : ଆଜି ବଂଶଧାରା ଜଳବିବାଦ ମାମଲାର ସୁପ୍ରିମକୋର୍ଟ ଓ ଟ୍ରିବ୍ୟୁନାଲରେ ଅଲଗା ଅଲଗା ଶୁଣାଣି ହେବ। ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ଦ୍ବାରା ବଂଶଧାରା ଜଳବିବାଦ ମାମଲାର ୨୦୧୭ର ଚୂଡ଼ାନ୍ତ ରାୟକୁ ବିରୋଧ କରି ଦାଖଲ କରାଯାଇଥିବା ଏସଏଲପି ତଥା ଟ୍ରିବ୍ୟୁନାଲରେ ସେପ୍ଟେମ୍ବର ୨୦୧୯ର ଯୁଗ୍ମ ସର୍ଭେ…

ମହାରାଷ୍ଟ୍ର ମାମଲାରେ ସୁପ୍ରିମକୋର୍ଟଙ୍କ…

ମହାରାଷ୍ଟ୍ର: ମହାରାଷ୍ଟ୍ର ମାମଲାରେ ରାୟ ଶୁଣାଇଲେ ସୁପ୍ରିମକୋର୍ଟ। ଆସନ୍ତା କାଲି ୨୭ ତାରିଖ ସନ୍ଧ୍ୟା ୫ଟା ସମୟରେ ଫ୍ଲୋର ଟେଷ୍ଟ ହେବ। ଏହି ଫ୍ଲୋର ଟେଷ୍ଟରେ ସିକ୍ରେଟ ବାଲାଟ ବ୍ୟବହାର ନ ହେବା ପାଇଁ ମଧ୍ୟ ନିର୍ଦେଶ ଦେଲେ ସୁପ୍ରିମ କୋର୍ଟ। ଏହି ଫ୍ଲୋର ଟେଷ୍ଟର ସିଧା ପ୍ରସାରଣ କରାଯିବ। ପ୍ରୋ- ଟେମ୍‌…

୫ ଗୁରୁତ୍ବପୂର୍ଣ୍ଣ ରାୟ ପାଇଁ ଗୋଗଇଙ୍କ…

ନୂଆଦିଲ୍ଲୀ: ସୁପ୍ରିମକୋଟ ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ଆସନ୍ତା ନଭେମ୍ବର ୧୭ ତାରିଖରେ ଅବସର ନେବାକୁ ଥିଲାବେଳେ, ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ହୋଇଛନ୍ତି ଜଷ୍ଟିସ୍‌ ଏସ୍‌ ଏ ବବଡେ। ଏହି ୮ ଦିନ ସମୟ ମଧ୍ୟରେ ଜଷ୍ଟିସ୍‌ ଗୋଗଇ ଧର୍ମଠାରୁ ଆରମ୍ଭ କରି ପ୍ରତିରକ୍ଷା ଏବଂ ରାଜନୀତି…