ଅଲିଭ ରିଡ଼ଲେଙ୍କ ଦେହରେ ଲାଗିବ ଟ୍ୟାଗ୍
ଭୁବନେଶ୍ବର: ବିରଳ ପ୍ରଜାତିର ଅଲିଭ୍ ରିଡଲେଙ୍କ ଟ୍ୟାଗ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ଜେଡଏସଆଇର ମିଳିତ ଆନୁକୂଲ୍ୟରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି।
ଆଜି ପ୍ରଥମ ଦିନରେ ୬ଟି ଅଲିଭ୍ ରିଡଲେଙ୍କ ଟ୍ୟାଗ୍ କରାଯାଇଥିବା ସୂଚନା ମିଳିଛି। ଆଗକୁ ଆହୁରି ୩୦ହଜାର ଅଲିଭ୍…