ରାଜସ୍ଥାନୀ ନୃତ୍ୟରେ ଝୁମିଲେ ଦର୍ଶକ
ଭୁବନେଶ୍ୱର ଆଜି ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଦ୍ୱିତୀୟ ସନ୍ଧ୍ୟାରେ ଅତିଥି ଭାବେ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ବିଷ୍ଣୁ ପଦ ସେଠୀ ଓ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ପ୍ରଦୀପ ପ୍ରଜ୍ୱଳନ କରି ସାଂସ୍କୃତିକ ସନ୍ଧ୍ୟାର ଶୁଭ ଉଦ୍ଘାଟନ କରିଥିଲେ ।
ସନ୍ଧ୍ୟାରେ ମଞ୍ଚରେ…