ଦବିଗଲା ନିର୍ମାଣଧୀନ ରେଳରାସ୍ତା
କେନ୍ଦ୍ରପାଡ଼ା: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଗୋସେଇଁବନ୍ଧଠାରେ ହରିଦାସପୁର-ପାରାଦୀପ ନିର୍ମାଣାଧୀନ ରେଳରାସ୍ତା ଦୁଇ ପଟକୁ ଧସିଯାଇଛି। ଫଳରେ ୩ଟି ପରିବାର ପ୍ରଭାବିତ ହୋଇଛି। ଘର ଉପରକୁ ମାଟି ମାଡି ଆସିଛି। ପକ୍କା ଘରଗୁଡିକରେ ଫାଟ ସୃଷ୍ଟି ହୋଇଛି। ଯାହାକୁ ନେଇ ଏହି ୩ ପରିବାର ସମେତ…