ଜଳଉତ୍ସ ସୁରକ୍ଷା ଦିବସ ପାଳନ
ଭୁବନେଶ୍ୱର: ସହରାଞ୍ଚଳର ସମ୍ପ୍ରସାରଣ ସହିତ ପ୍ରାକୃତିକ ଜଳଉତ୍ସ ଗୁଡିକ କ୍ରମେ ଲୋପ ପାଉଥିବାରୁ ପରିବେଶ ପ୍ରତି ବିପଦ ସୃଷ୍ଟିହେବା ସହିତ ଜୈବ ବିବିଧତା କ୍ଷେତ୍ରରେ ମଧ୍ୟ ବିପଦ ସୃଷ୍ଟି ହେଉଛି ବୋଲି ପରିବେଶବିତ ଏବଂ ବିଶିଷ୍ଟ ବ୍ୟକ୍ତିମାନେ ମତ ଦେଇଛନ୍ତି।
କାର୍ତ୍ତିକ ପୂର୍ଣ୍ଣିମା ଏବଂ ଜଳଉତ୍ସ…