ଆଜି ବିଶ୍ବ ଏଡସ୍ ଦିବସ
ଭୁବନେଶ୍ବର : ଆଜି ବିଶ୍ବ ଏଡସ୍ ଦିବସ। ପ୍ରତିବର୍ଷ ଡିସେମ୍ବର ୧କୁ ବିଶ୍ବ ଏଡସ୍ ଦିବସ ଭାବେ ପାଳନ କରାଯାଉଛି। ଏହା ଏଡସ୍ ର ସଂକ୍ରମଣକୁ ପ୍ରତିରୋଧ କରିବା ନିମନ୍ତେ ପାଳନ କରାଯାଇଥାଏ ।ଏହି ଅବସରରେ ଅନେକ ସ୍ଥାନରେ ଏଡସ୍ ଦିବସ ପାଳନ କରାଯାଇଛି।ଚଳିତବର୍ଷ ରାଜ୍ୟରେ ୨,୯୬୩ ନୂଆ ସଂକ୍ରମିତ ଚିହ୍ନଟ…