Odisha Link
Bridging the Missing Links in Odisha
Daily Archives

September 4, 2019

୩ ଦିନ ବର୍ଷିବ!

ଭୁବନେଶ୍ବର: ରାଜ୍ୟରେ ଆଉ ୩ଦିନ ଧରି ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ୩ ଦିନ ପ୍ରବଳ ବର୍ଷା ହେବ। ଆସନ୍ତାକାଲିଠୁ ରାଜ୍ୟର ଅଧତ୍କାଂଶ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ତେବେ ଆଜି ପାଇଁ ରାଜ୍ୟର ୮ଟି ଜିଲ୍ଲାକୁ…

ରୁଷରେ ପହଞ୍ଚିଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମରେ ଭାଗ ନେବା ପାଇଁ ଋଷର ଭ୍ଲାଦିଭୋଷ୍ଟକ ସହରରେ ପହଁଚିଛନ୍ତି। ଏହି ଗସ୍ତରେ ମୋଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏଥିସହ ସେ ରୁଷର ଭ୍ଲାଦିଭୋଷ୍ଟକ ସହରରେ ଆୟୋଜିତ ଭାରତ-ରୁଷ…

ଚନ୍ଦ୍ରର ନିକଟତର ହେଲା ଲ୍ୟାଣ୍ଡର ବିକ୍ରମ

ନୂଆଦିଲ୍ଲୀ: ଦିନ ଯେତିକି ଗଡ଼ୁଛି ଚନ୍ଦ୍ରପୃଷ୍ଠର ନିକଟତର ହେଉଛି ଲ୍ୟାଣ୍ଡର ବିକ୍ରମ। ଆଜି ଚନ୍ଦ୍ରପୃଷ୍ଠର ଆଉ ଟିକେ ନିକଟତର ହୋଇଛି ଲ୍ୟାଣ୍ଡର ବିକ୍ରମ୍‌। ଆଜି ଭୋରୁ ପୁଣି ଥରେ ଲ୍ୟାଣ୍ଡର ବିକ୍ରମ୍‌କୁ ଚନ୍ଦ୍ରର ନିକଟତର କକ୍ଷକୁ ଅଣାଯାଇଛି। https://twitter.com/isro/status/1169019050225229826…