Odisha Link
Bridging the Missing Links in Odisha

ମାଓ କ୍ୟାମ୍ପ ଠାବ କଲା ଏସଓଜି

ବଲାଙ୍ଗୀର: ପର୍ଯ୍ୟଟନସ୍ଥଳୀ ହରିଶଙ୍କର ନିକଟ ଗନ୍ଧମାର୍ଦ୍ଧନ ପାହାଡ଼ରେ ମାଓ କ୍ୟାମ୍ପ ଠାବ କରାଯାଇଛି। ଏଠାରେ ମାଓକ୍ୟାମ୍ପ ଥିବା ସୂଚନା ପାଇ ଏସଓଜି ପକ୍ଷରୁ ଚଢଉ କରାଯାଇଥିଲା। ଏହି ଅବସରରେ ମାଓବାଦୀ ଓ ଏସଓଜି ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ତେବେ ମାଓକ୍ୟାମ୍ପ ଧ୍ୱଂସ ହୋଇଯାଇଥିବାବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି।

Comments are closed.