Odisha Link
Bridging the Missing Links in Odisha

ଡାକ୍ତରଖାନାରେ ଝୁଲିଲା ତାଲା

ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡ ରାଜ ବରମପୁର ଡାକ୍ତରଖାନା ପରିସରରେ ଉତ୍ୟକ୍ତ ଲୋକେ ତାଲା ପକାଇଛନ୍ତି। ଡାକ୍ତରଖାନାକୁ କେହି ଡାକ୍ତର ନଆସିବାରୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିଲା।
ଡାକ୍ତରଖାନା ପରିସରରେ ପାଟିତୁଣ୍ଡ ହେବାରୁ ଉତ୍ୟକ୍ତ ହୋଇ ଅଞ୍ଚଳବାସୀ ଅଫିସରେ ତାଲା ଝୁଲାଇଦେଇଛନ୍ତି। ଏହାପରେ ଅଫିସ ଆଗରେ ଧାରଣା ଦେଇ ଘଟଣାକୁ ନିନ୍ଦା କରିବା ସହ ଉପରିସ୍ଥ ଅଧିକାରୀ ତଦନ୍ତକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

Comments are closed.