Odisha Link
Bridging the Missing Links in Odisha
Browsing Tag

Nilgiri

ନୀଳଗିରିରେ ହାତୀ ଆତଙ୍କ

ନୀଳଗିରି: ଖାଦ୍ୟ ଅନ୍ବେଷଣ ପାଇଁ ନୀଳଗିରି ସହର ମୁହାଁ କୁଳଡିହା ହାତୀ। ପ୍ରତିଦିନ ହାତୀମାନେ ସ୍ଥାନୀୟ ଅଞ୍ଚଳକୁ ଆସି ଆତଙ୍କ ସୃଷ୍ଟି କରୁଛନ୍ତି। ଜାଉଁରୀ ,ବେତଶୂଳ,ଛୋଟ କାନପୁର ଅଞ୍ଚଳରେ ହାତୀପଲ ଆସି ଧାନ ଚାଉଳ ନଷ୍ଟ କରିବା ସହ ଘର ଦ୍ୱାର ଭାଙ୍ଗୁଛନ୍ତିଆଜି ମଧ୍ୟ ଦୁଇଟି ହାତୀ କୁଳଡିହା ଅଭୟାରଣ୍ୟରୁ…

ନୀଳଗିରିରେ ଅଜଣା ଜନ୍ତୁ ଆତଙ୍କ

ନୀଳଗିରି: ନୀଳଗିରିର ବଡ଼ବିଲ ଓ ବଲବଲିଆ ଗାଁରେ ଗୃହପାଳିତ ପଶୁଗୁଡିକୁ ଅଜଣା ଜନ୍ତୁ ଆକ୍ରମଣ। ଛେଳି, କୁକୁଡ଼ା, ଗୋରୁମାନକୁ ମରଣାନ୍ତକ ଆକ୍ରମଣ କରୁଛି । ଗୁରୁବାର ରାତିରେ ବଲବଲିଆ ଗ୍ରାମରେ ବାଛୁରୀ ଛୁଆକୁ ମରଣାନ୍ତକ ଆକ୍ରମଣ କରିଥିବା ବେଳେ କୁକୁଡ଼ାକୁ ମାରିଥିବା ଦେଖାଯାଇଛି। ଏହାର ଦେଖିବାକୁ…

ଗଛରେ ପିଟି ହେଲା ଆମ୍ବୁଲାନ୍ସ, ଡ୍ରାଇଭର…

ନୀଳଗିରି: ରୋଗୀଙ୍କୁ ଛାଡି ଫେରୁଥିବା ବେଳେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ଫଳରେ ଡ୍ରାଇଭର ସମେତ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ବାଲେଶ୍ଵର ଜିଲ୍ଲା ନୀଳଗିରି ଉଦଳା ରାସ୍ତା ଆମ୍ବୁଡିହା…

ଦେହରେ ନିଆଁ ଲଗାଇଦେଲେ ଯୁବକ

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ଏନଏସି ୯ ନମ୍ବର ୱାର୍ଡ ଅଧିନ କାହାଳିଆ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସୂଚାନ ଅନୁସାରେ କାହାଳିଆ ଗ୍ରାମର ବାଇଧର ସିଂଙ୍କ ପୁଅ ଗୋପାଳଙ୍କର କିଛି ଦିନ ପୂର୍ବରୁ ତାଙ୍କ ସ୍ତ୍ରୀ ପ୍ରିୟଙ୍କାଙ୍କ ସହିତ ଝଗଡା ହୋଇଥିଲା । ଫଳରେ ସେ ଘରୁ ରାଗି ପଳାଇଯାଇଥିଲେ।…

ଡାକ୍ତରଖାନାରେ ଝୁଲିଲା ତାଲା

ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡ ରାଜ ବରମପୁର ଡାକ୍ତରଖାନା ପରିସରରେ ଉତ୍ୟକ୍ତ ଲୋକେ ତାଲା ପକାଇଛନ୍ତି। ଡାକ୍ତରଖାନାକୁ କେହି ଡାକ୍ତର ନଆସିବାରୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିଲା। ଡାକ୍ତରଖାନା ପରିସରରେ ପାଟିତୁଣ୍ଡ ହେବାରୁ ଉତ୍ୟକ୍ତ ହୋଇ ଅଞ୍ଚଳବାସୀ ଅଫିସରେ ତାଲା ଝୁଲାଇଦେଇଛନ୍ତି।…

ନୀଳଗିରି ତହସିଲଦାରଙ୍କୁ ତାଲା

ନୀଳଗିରି: ନୀଳଗିରିରେ ତହସିଲଦାର ଓ ବିଧାୟକ ମୁହାଁମୁହିଁ ଘଟଣା ଏବେ ଉଗ୍ର ରୂପ ନେଇଛି। ବିଧାୟକଙ୍କ ସମର୍ଥକମାନେ ତହସିଲସଦାରଙ୍କୁ ତାଲା ପକାଇ ଦେଇଥିବା ଜଣାଯାଇଛି। ଅନ୍ୟପକ୍ଷରେ ଏବେ ବି ବିଧାୟକ ଅନଶନ ଧାରଣାରେ ବସିଥିବବେଳେ ତାଙ୍କୁ ବୁଝାବାକୁ ଉପଜିଲ୍ଲାପାଳ ପହଞ୍ଚିଛନ୍ତି। ବିଧାୟକ ଓ ତହସିଲଦାର…

ମୁହାଁମୁହିଁ ହେଲେ ତହସିଲଦାର-ବିଧାୟକ

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି କଚେରୀ ପରିସର ରେ ମୋହରିରମାନେ ଚାଳିଆ କରି ବସିଥିବା ବେଳେ ଆଜି ସେଗୁଡିକୁ ନୀଳଗିରି ତହସିଲଦାର ଓ ସହକାରୀ ଜିଲ୍ଲାପାଳ ମେସିନ ସାହାଯ୍ୟରେ ଭାଙ୍ଗିବା ନେଇ ଘଟଣା ଉଗ୍ରରୂପ ନେଇଛି। ଆଜି ସକାଳେ ହଠାତ୍ ଏହା ଭାଙ୍ଗିବାକୁ ବିରୋଧ କରି ସ୍ଥାନୀୟ ବିଧାୟକ ସୁକାନ୍ତ…