Odisha Link
Bridging the Missing Links in Odisha

ନୀଳଗିରିରେ ଅଜଣା ଜନ୍ତୁ ଆତଙ୍କ

ନୀଳଗିରି: ନୀଳଗିରିର ବଡ଼ବିଲ ଓ ବଲବଲିଆ ଗାଁରେ ଗୃହପାଳିତ ପଶୁଗୁଡିକୁ ଅଜଣା ଜନ୍ତୁ ଆକ୍ରମଣ। ଛେଳି, କୁକୁଡ଼ା, ଗୋରୁମାନକୁ ମରଣାନ୍ତକ ଆକ୍ରମଣ କରୁଛି । ଗୁରୁବାର ରାତିରେ ବଲବଲିଆ ଗ୍ରାମରେ ବାଛୁରୀ ଛୁଆକୁ ମରଣାନ୍ତକ ଆକ୍ରମଣ କରିଥିବା ବେଳେ କୁକୁଡ଼ାକୁ ମାରିଥିବା ଦେଖାଯାଇଛି। ଏହାର ଦେଖିବାକୁ ସିମ୍ପାଜୀ ଭଳି ବୋଲି ଲୋକକେ କହୁଛନ୍ତି । ତେବେ ଏନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖାଦେଇଛି।

Comments are closed.