Odisha Link
Bridging the Missing Links in Odisha
Daily Archives

January 22, 2021

୪୨୬୭ଟି ଡିଏଲ ୩ ମାସ ପାଇଁ ବାତିଲ

ଭୁବନେଶ୍ବର: ଜାନୁଆରୀ ୧ରୁ ୨୧ ମଧ୍ୟରେ ରାଜ୍ୟରେ ୪୨୬୭ଟି ଡିଏଲ ୩ ମାସ ପାଇଁ ବାତିଲ କରାଯାଇଛି। ମଦ ପିଲ ଗାଡ଼ି ଚାଳନା, ଦ୍ରୁତଗତି, ସିଗନାଲ ଭାଙ୍ଗିବା ଅଭିଯୋଗରେ ଡିଏଲ ବାତିଲ ହୋଇଛି। ଏହା ସହିତ ଓଭରଲୋଡ଼, ଗାଡ଼ି ଚାଳନା ବେଳେ ମୋବାଇଲ ବ୍ୟବହାର ଯୋଗୁଁ ମଧ୍ୟ ଡିଏଲ୍‌ ବାତିଲ କରାଯାଇଛି। ଅଧିକ ଯାତ୍ରୀ…

ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇଙ୍କୁ Z+…

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ପ୍ରଦାନ କରାଯାଇଛି। ସମଗ୍ର ଦେଶରେ ଯେ କୌଣସି ସ୍ଥାନକୁ ଗମନାଗମନ ପାଇଁ ଗୋଗୋଇଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ମିଳିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ୬୬ ବର୍ଷୀୟ ଜଷ୍ଟିସ ଗୋଗୋଇଙ୍କୁ ସିଆରପିଏଫଙ୍କ ସଶସ୍ତ୍ର…

ସମ୍ବିତ ପାତ୍ରଙ୍କ ନାମରେ ମାନହାନି…

ଭୁବନେଶ୍ବର: ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ବିରୋଧରେ ମାନହାନି ମୋକଦ୍ଦମା ଦାୟର କରାଯାଇଛି। ବହୁ ଚର୍ଚ୍ଚିତ ପରୀ ମାମଲାରେ ଅରୁଚିକର ଓ ଅଶାଳୀନ ଆରୋପର ପ୍ରତିବାଦ କରି ମାମଲା ଦାୟର କଲେ କଂଗ୍ରେସ ବାରବାଟୀ ଓ କଟକ ବିଧାୟକ ମହମ୍ମଦ ମୋକିମ୍। ପରୀ ହତ୍ୟା ଘଟଣାକୁ ନେଇ ଗତ ନଭେମ୍ବର ୩୦ ତାରିଖରେ…

ଏହି ସମୟରେ କରନ୍ତୁ ନାହିଁ UPI ପେମେଣ୍ଟ,…

ନୂଆଦିଲ୍ଲୀ: ଯଦି ଆପଣ ୟୁପିଆଇରୁ ଅନଲାଇନ୍ ପେମେଣ୍ଟ କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଅତି ଜରୁରୀ ସୂଚନା। ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ ଲୋକଙ୍କ ପାଇଁ ୟୁପିଆଇ ପେମେଣ୍ଟକୁ ନେଇ ବଡ ଆଲର୍ଟ ଜାରି କରିଛି। ଆଲର୍ଟ ମୁତାବକ, ରାତି ୧ଟାରୁ ୩ଟା ମଧ୍ୟରେ କିଛି ଦିନ ପାଇଁ ୟୁପିଆଇ ପେମେଣ୍ଟ…

କରୋନା ମହାମାରୀ ସତ୍ତ୍ବେ ଓଡ଼ିଶାର…

ଭୁବନେଶ୍ବର: ରାଜ୍ୟ ରପ୍ତାନି ପୁରସ୍କାର ପ୍ରଦାନ ଉତ୍ସବ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ ଦେଇ କହିଛନ୍ତି ବାଣିଜ୍ୟ କାରବାରରେ ଓଡ଼ିଶାର ଉଲ୍ଲେଖନୀୟ ଅବଦାନ ରହିଛି । ‘ସାଧବ ପୁଅ’ ବାହାର ଦେଶରେ କଳିଙ୍ଗକୁ ପରିଚିତ କରାଇଥିଲେ । କଳିଙ୍ଗର…

ଦୁର୍ଘଟଣାରେ ଛଟପଟ ହେଉଥିବା ମହିଳାଙ୍କୁ…

ବଲାଙ୍ଗୀର: ଦୁର୍ଘଟଣାର ଶୀକାର ବାଇକ୍ ଆରୋହୀଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ଡ଼ାକ୍ତର ଖାନା ନେଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ। ବଲାଙ୍ଗୀର ଜିଲ୍ଲା ପରିଷଦ ବୈଠକରେ ଯୋଗ ଦେଇ ଟିଟିଲାଗଡ ଫେରୁଥିଲେ ମନ୍ତ୍ରୀ ଟୁକୁନି ସାହୁ। ହେଲେ ସଇଁତଳା ଥାନା ବରଗାଁ ଛକଠାରେ ଦୁର୍ଘଟଣାରେ ପଡି ଛଟପଟ ହେଉଥିବା…

ପାପଡ଼ାହାଣ୍ଡିଠାରେ ଯୁବ କଂଗ୍ରେସର…

ପାପଡାହାଣ୍ଡି: ବ୍ଲକ ସଦର ମହକୁମାଠାରେ ଜିଲ୍ଲା କଂଗ୍ରେସ ତରଫରୁ ସ୍ବଚ୍ଛ ଭାରତ ଦୁର୍ନୀତି ପ୍ରତିବାଦରେ ଯୁବଗର୍ଜନ ସମାବେଶ ଅନୁଷ୍ଠିତ ହୋଯାଇଛି। ନବରଙ୍ଗପୁର ଜିଲ୍ଲାର ବ୍ଲକ କାର୍ୟ୍ୟାଳୟ ଗୁଡିକରେ ବିକାଶମୂଳକ କାର୍ୟ୍ୟଗୁଡିକରେ ବ୍ୟାପକ ଦୁର୍ନୀତି ଚାଲିଥିବା ଅଭିଯୋଗ କରି ନବରଙ୍ଗପୁର ଜିଲ୍ଲା କଂଗ୍ରେସ…

ଚେନ୍ନାଇରୁ ୨ ଅନ୍ତର୍ଦେଶୀୟ ଡ୍ରଗ୍‌ସ…

ଚେନ୍ନାଇ: ଏକ ଅନ୍ତର୍ଦେଶୀୟ ଡ୍ରଗ୍‌ସ କାରବାର ରାକେଟ ଠାବ। ଆଜି ୨ ଜଣ ଅନ୍ତର୍ଦେଶୀୟ ଡ୍ରଗ୍‌ସ ବେପାରୀଙ୍କୁ ଚେନ୍ନାଇରେ ଗିରଫ କରାଯାଇଛି।ଏମାନଙ୍କ ନିକଟରୁ ପ୍ରାୟ ୧୦୦ କିଲୋଗ୍ରାମ ହିରୋଇନ୍‌ ଜବତ କରାଯାଇଛି, ଯାହାର ମୂଲ୍ୟ ୧୦୦୦ କୋଟି ହେବ। ଡ୍ରଗ୍‌ସ ବେପାରୀ ଶ୍ରୀଲଙ୍କା ନାଗରିକ ବୋଲି ଜଣାପଡିଛି।…

ପୁଣି ବଢିଲା ପେଟ୍ରୋଲ ଦର,…

ଭୁବନେଶ୍ୱର: ପୁଣି ବଢିଲା ପେଟ୍ରୋଲ ଦର। ତୈଳ ଦର ଦୁଇଦିନ ଅପରିବର୍ତ୍ତିତ ରହିବା ପରେ ଆଜି ପୁଣି ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ବଜାରରେ ତେଲଦର ବଢିଚାଲିଥିବାରୁ ଏହି ଦରବୃଦ୍ଧି ହୋଇଛି ବୋଲି କୁହାଯାଉଛି। ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୨୫ ପଇସା ଲେଖାଏଁ ବୃଦ୍ଧି ହୋଇଛି। ଫଳରେ ଭୁବନେଶ୍ବରରେ ପେଟ୍ରୋଲ…

ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ରାଞ୍ଚି: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ି ଯାଇଛି। ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ଉପରେ ନଜର ରଖିଛନ୍ତି। ଗତକାଲି ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା…