Odisha Link
Bridging the Missing Links in Odisha
Daily Archives

January 22, 2021

ବାହାରିଲାନି ନିଷ୍କର୍ଷ: ୨୬ରେ ଟ୍ରାକ୍ଟର…

ନୂଆଦିଲ୍ଲୀ: ଚାଷୀ ସଂଗଠନ ଓ କେନ୍ଦ୍ର ସରକାର ମଧ‌୍ୟରେ ଏକଦଶ ରାଉଣ୍ଡ ବୈଠକ ଶେଷ ହୋଇଛି। ଏହି ବୈଠକରେ ଆଇନ ଦେଢ଼ ବର୍ଷ ପାଇଁ ସ୍ଥଗିତ ଉପରେ ଆଲୋଚନା ପ୍ରସ୍ତାବ ଦେଲା କେନ୍ଦ୍ର। ସ୍ଥଗିତ ସଂପର୍କରେ ଆଲୋଚନା ପାଇଁ ମନା କରିଦେଲା ଚାଷୀ ସଂଗଠନ। ସମସ୍ତ ୩ କୃଷି ଆଇନ ପ୍ରତ୍ୟାହାର ଉପରେ ଅଡ଼ି ବସିଛି ଚାଷୀ…

ବୋହୂକୁ ନିର୍ଯାତନା ସହ ଶ୍ବଶୁରଙ୍କର…

କଟକ: ମହିଳାଙ୍କୁ ନିର୍ଯାତନା ସହ ଶ୍ବଶୁରଙ୍କ ଦୁଷ୍କର୍ମ ଉଦ୍ୟମ। ଛୁଆ ନ ହେବା କାରଣରୁ ଶାଶୁଘର ଲୋକେ ନିର୍ଯାତନା ଦେବା ସହ ଶ୍ବଶୁର ଦୁଷ୍କର୍ମ ଉଦ୍ୟମ କରିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା ବୋହୂ। ଏଭଳି ଏକ ଘୃଣ୍ୟ ଓ ଲଜ୍ଜାକର ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲାର ମାହାଙ୍ଗା ଥାନା…

ତାଳଚେରରେ ଅଗ୍ନିକାଣ୍ଡ, ଜଳିଗଲା ୭ ବଖରା

ତାଳଚେର: ତାଳଚେର ପୌରାଞ୍ଚଳ ଅନ୍ତର୍ଗତ କିଶୋରଗଞ୍ଜ ପାଟଣା ସାହିରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ୪ଟି ପରିବାରର ୭ ବଖରା ଘର ପୋଡ଼ି ପାଉଁଶ ଯାଇଛି। ଅଗ୍ନିକାଣ୍ଡ ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି। ସୂଚନା ମୁତାବକ, ବିଦ୍ୟୁତ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ…

ସମ୍ବଲପୁରରେ ଚାଷୀ ଆନ୍ଦୋଳନ ଘଟଣା: ୭୨…

ସମ୍ବଲପୁର: ଉତ୍ତରାଞ୍ଚଳ ଆରଡ଼ିସିଙ୍କ ସହ ବିଜେପି ପ୍ରତିନିଧି ଦଳର ଆଲୋଚନା ଆଲୋଚନା କରିଛି। ଏନେଇ ଆଲୋଚନା ପରେ ବରଗଡ଼ ସାଂସଦ ସୁରେଶ ପୁଜାରୀଙ୍କ ସୁଚନା ଦେଇ କହିଛନ୍ତି ଯେ, ଧାନ ସଂଗ୍ରହ ସମସ୍ୟାକୁ ଆମେ ୨ ଭାଗରେ ବିଭକ୍ତ କରିଦେଇଛୁ। କିଛି ସମସ୍ୟା ଆରଡ଼ିସି ସମାଧାନ କରିପାରିବେ, ଆଉ କିଛି ସରକାର। ତାଙ୍କ…

ଫେସବୁକ୍‌ ଡାଟା ଲିକ୍, ମାମଲା ରୁଜୁ କଲା…

ନୂଆଦିଲ୍ଲୀ: ଫେସବୁକ୍‌ର ଡାଟା ଲିକ୍ ଘଟଣାରେ ମାମଲା ରୁଜୁ କରିଛି ସିବିଆଇ। ବ୍ରିଟେନର କନସଲଟିଂ ଫାର୍ମ କେମ୍ବ୍ରିଜ ଆନାଲିଟିକା ବିରୋଧରେ ମାମଲା ରୁଜୁ କରିଛି ସିବିଆଇ। ଲୋକଙ୍କ ବିନା ଅନୁମତିରେ ଫେସବୁକରୁ ସେମାନଙ୍କ ତଥ୍ୟ ସଂଗ୍ରହ କରି ଏହି ସଂସ୍ଥା ବିକ୍ରି କରିଥିଲା। ସାରା ବିଶ୍ୱରେ ପ୍ରାୟ ୫ କୋଟି…

ଭିକ୍ଷୁକ ମୁକ୍ତ ହେବ ଭୁବନେଶ୍ୱର

ଭୁବନେଶ୍ୱର: ଭିକ୍ଷୁକ ମୁକ୍ତ ହେବ ରାଜଧାନୀ ଭୁବନେଶ୍ୱର। ଭୁବନେଶ୍ୱରରେ ଭିକ୍ଷୁକଙ୍କୁ ଥଇଥାନ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ଯୋଜନା କରିଛି। ରାଜଧାନୀରେ ଭିକ୍ଷାବୃତ୍ତି ବନ୍ଦ ସହ ଭିକ୍ଷୁକଙ୍କୁ ଥଇଥାନ ନେଇ ନିଷ୍ପତ୍ତି ନେଇଛି ବିଏମ୍‌ସି। ଏଥିସହ ବାସହୀନ ଓ ନିରାଶ୍ରୟଙ୍କୁ ଆଶ୍ରୟସ୍ଥଳୀକୁ ନେବା…

ବିଜେପି ନେତା ଓ ଆର୍‌ଡ଼ିସିଙ୍କ ମଧ୍ୟରେ…

ସମ୍ବଲପୁର: ସମ୍ବଲପୁରରେ ବିଜେପିର ବିକ୍ଷୋଭ ଓ ଥାନାରେ ବସି ରହିବା ଘଟଣା ଏବେ ନୂଆ ମୋଡ଼ ନେଇଛି। ମଣ୍ଡି ସମସ୍ୟାକୁ ନେଇ ଆରଡିସି କାର୍ଯ୍ୟାଳୟରେ ଆଲୋଚନା କରୁଛନ୍ତି ବିଜେପି ନେତା। ବରିଷ୍ଠ ବିଜେପି ନେତା କେଭି ସିଂ ଦେଓ ଏବଂ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ଆଲୋଚନା କରୁଛନ୍ତି ୯ ଜଣିଆ ପ୍ରତିନିଧି ଦଳ।…

ପ୍ରସିଦ୍ଧ ଗାୟକ ନରେନ୍ଦ୍ର ଚଞ୍ଚଲଙ୍କ…

ନୂଆଦିଲ୍ଲୀ: ପ୍ରସିଦ୍ଧ ଭଜନ ଗାୟକ ନରେନ୍ଦ୍ର ଚଞ୍ଚଲଙ୍କର ପରଲୋକ ହୋଇଛି। ଭଜନ ମାଧ୍ୟମରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ନରେନ୍ଦ୍ର। ‘ଚଲୋ ବୁଲାୱା ଆୟା ହୈ’ କିମ୍ବା ‘ଓ ଜଙ୍ଗଲ କେ ରାଜ ମେରି ମେୟା କୋ ଲେକେ ଆଜା’ ଗୀତ ତାଙ୍କୁ ଭିନ୍ନ ପରିଚୟ ଦେଇଥିଲା। ମୃତ୍ୟୁବେଳଙ୍କୁ ନରେନ୍ଦ୍ର…

କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଲେ…

ନୂଆଦିଲ୍ଲୀ: ବିଶ୍ବକୁ ଘାରିଛି କରୋନା ଭୟ ହେଲେ ଏହାର ମୁକାବିଲା କରିଛି ଭାରତ। ଦେଶ ସାରା କୋଭିଡ଼ ଟିକାକରଣ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରଣାସୀର କରୋନା ଯୋଦ୍ଧାଙ୍କୁ ସମ୍ବୋଧିତ କରିଛନ୍ତି। ମୋଦି କହିଛନ୍ତି ଯେ, ୨୦୨୧ ଟକାର ଶୁଭରେ ଆରମ୍ଭ ହୋଇଛି। ଭାରତରେ ଏବେ ବିଶ୍ୱର ସବୁଠୁ…

ବିଧାୟିକାଙ୍କୁ ଚଲାଇ ଚଲାଇ ନେଲେ ଲୋକେ

ମୟୂରଭଞ୍ଜ: ହାତୀ ଉପଦ୍ରବ ନେଇ ଲୋକଙ୍କ ରୋଷର ଶିକାର ହେଲେ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ। ଏହାର ରାଗ ସୁଝାଇବାକୁ ଯାଇ ବିଧାୟିକାଙ୍କୁ ରାସ୍ତାରେ ଚଲାଇ ଚଲାଇ ନେଲେ ଲୋକେ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବକୁ ନେଇ ରାସ୍ତାରୋକ କରିଥିଲେ ଗ୍ରାମବାସୀ। ଦୁଧିଆଣି ରେଞ୍ଜ…