Odisha Link
Bridging the Missing Links in Odisha
Daily Archives

April 26, 2024

ଗୁଗୁଲ୍ ବିଜ୍ଞାପନରେ ୧୦୦ କୋଟି ଖର୍ଚ୍ଚ…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଏବେ ନିର୍ବାଚନୀ ତାତି। ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ଦେଶର ପ୍ରମୁଖ ଦଳ କରୁଛନ୍ତି ଜୋରଦାର ପ୍ରସ୍ତୁତି। ଭାରତୀୟ ଜନତା ପାର୍ଟି ହ୍ୟାଟ୍ରିକ ବିଜୟ ସହିତ କେନ୍ଦ୍ରରେ ତୃତୀୟ ଥର କ୍ଷମତା ହାତେଇବାକୁ ଜୋରଦାର ପ୍ରଚାର କରୁଛି। କେବଳ ରାଜନୈିତକ ମୈଦାନ, ସଭାରେ ନୁହେଁ…

ଭୋଟରଙ୍କୁ ଆକୃଷ୍ଟ କରୁଛି ପିଙ୍କ୍ ବୁଥ୍;…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ନିର୍ବାଚନର ମହାପର୍ବ। ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଶେଷ ହୋଇଥିବାବେଳେ ଦ୍ଵିତୀୟ ପର୍ଯ୍ୟାୟ ପାଇଁ ଆଜି ଭୋଟ ଗ୍ରହଣ କରାଯାଇଛି। ୧୨ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ଭୋଟ ଗ୍ରହଣ କରାଯାଇଛି। ଏହି ପର୍ଯ୍ୟାୟରେ ୮୮ଟି ନିର୍ବାଚନମଣ୍ଡଳୀରୁ ୧,୨୦୨ ଜଣ…

ବହୁଚର୍ଚ୍ଚିତ ଓଡ଼ଗାଁ ଡବଲ ମର୍ଡର ମାମଲା:…

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ୨୦୧୯ ମସିହା ଓଡ଼ଗାଁ ଡବଲ ମର୍ଡର ମାମଲାର ରାୟ ଶୁକ୍ରବାର ପ୍ରକାଶିତ ହୋଇଛି। ୨୭ଜଣ ସାକ୍ଷୀଙ୍କ ବୟାନ ଓ ପୁଲିସ ତଦନ୍ତକୁ ଭିତ୍ତି କରି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଏହି ହତ୍ୟା ମାମଲାର ଶୁଣାଣି କରି ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ…

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ଏଯାବତ୍…

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ଆଜି ଭୋଟ ଗ୍ରହଣ ଆରମ୍ଭ ହୋଇଛି। ୧୨ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୮୮ଟି ନିର୍ବାଚନମଣ୍ଡଳୀରୁ ୧,୨୦୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସମସ୍ତ ୫୪୩ ଟି ଆସନ ପାଇଁ ସାମଗ୍ରିକ…

ବାଜିଲା ନିର୍ବାଚନୀ ବିଗୁଲ; ନାମାଙ୍କନ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଥିବାବେଳେ ହିଞ୍ଜିଳି ଓ କଣ୍ଟାବାଞ୍ଜିକୁ ମିଶାଇ ୩୫ ଆସନରେ ଭୋଟ ଗ୍ରହଣ ହେବ। ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହୋଇଥିବାବେଳେ ଆଜି…

ତାତିରୁ ନାହିଁ ନିସ୍ତାର; ପୁଣି…

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ବଢ଼ିବାରେ ଲାଗିଛି ତାପାମାତ୍ରା। ଗତ ୧୦ ଦିନ ଧରି ଲାଗି ରହିଛି ଅବିରତ ଅଗ୍ନି ବର୍ଷା। ଆଜିବି ସକାଳୁ ଅସହ୍ୟ ତାତି ଅନୁଭୂତ ହୋଇଛି। ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୪ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ। ଗ୍ରୀଷ୍ମ ପ୍ରବାହ(ହିଟ୍‌ୱେଭ୍‌)ରୁ…

ଉମରକୋଟରେ ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର…

ଓଏଲ୍‌ ବ୍ୟୁରୋ: ନବୀନ ନିବାସରୁ ଯୋଡ଼ି ଶଙ୍ଖ। ହିଞ୍ଜିଳିରୁ ନିର୍ବାଚନୀ ବିଗୁଲ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବଜାଇବା ପରେ ସାରା ରାଜ୍ୟରେ ଜୋରଦାର ପ୍ରଚାର କରୁଛି ବିଜୁ ଜନତା ଦଳ। ଏହିକ୍ରମରେ ଆଜି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଉମରକୋଟ କ୍ଷେତ୍ରକୁ ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ…

ସନ୍ଦିଗ୍ଧଙ୍କୁ ସାବାଡ଼; ବନ୍ଦ ହେବ ୧୧…

ଓଏଲ୍‌ ବ୍ୟୁରୋ: ସାଧାରଣତଃ ପ୍ରତ୍ୟେକ ବ୍ୟକ୍ତି ଏବେ ମୋବାଇଲ ଫୋନ ଉପରେ ନିର୍ଭରଶୀଳ। ସକାଳର ନିତ୍ୟକର୍ମ ଭଳି ଆଖି ଖୋଲିଲେ ସମସ୍ତଙ୍କୁ ମୋବାଇଲ ନିଶା ଘାରିବାରେ ଲାଗିଛି। ତେବେ ସିମ କାର୍ଡ ବିନା ବି ମୋବାଇଲ ଅସମ୍ଭବ ହୋଇପଡ଼ିଅଛି। ଏସବୁ ଭିତରେ ସିମ କାର୍ଡକୁ ନେଇ ଏକ ବଡ ଖବର ଦେଇଛି ଟେଲିକମ ବିଭାଗ…

ଲାଗୁଛି ପୂର୍ବ ଜନ୍ମରେ ପଶ୍ଚିମବଙ୍ଗରେ…

ଓଏଲ୍‌ ବ୍ୟୁରୋ: ଦେଶରେ ଆଜି ଲୋକସଭା ନିର୍ବାଚନର ଦ୍ବିତୀୟ ଚରଣ ମତଦାନ ଚାଲିଛି। ଜନତା ଉତ୍ସାହର ସହିତ ଲୋକତନ୍ତ୍ରର ମହାପର୍ବ ପାଳନ କରୁଛନ୍ତି। ଅନ୍ୟପଟେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ମାଲଦାରେ ପ୍ରଚାର କରୁଛନ୍ତି। ଜନସଭାକୁ ସମ୍ବୋଧିତ କରି ମୋାଦି ଟିଏମ୍‌ସି ଓ କଂଗ୍ରେସକୁ କଡ଼ା…

ହୁ ହୁ ହୋଇ ଜଳିଗଲା ବସ୍, ଅଳ୍ପକେ…

ଓଏଲ୍‌ ବ୍ୟୁରୋ: ଢେଙ୍କାନାଳରେ ଘଟିଥିବା ଏକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ହୁ ହୁ ହୋଇ ନିଆଁ ଲାଗି ଜଳିଗଲା ବସ୍ ଜଳିଯାଇଛି। ଏନ୍ଏଚ୍ ୫୫ ଆନନ୍ଦନଗର ନିକଟରେ ବସ୍ ଜଳିଯାଇଛି। ବସ୍‌ଟି ଅନୁଗୁଳରୁ ଭୁବନେଶ୍ବର ଆସୁଥିବା ବେଳେ ଅଘଟଣ ଘଟିଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଦମକଳ ବାହିନୀ…