Odisha Link
Bridging the Missing Links in Odisha
Daily Archives

May 3, 2024

ସୁଜାତା କାର୍ତ୍ତିକେୟନଙ୍କୁ ବଡ଼ ଦାୟିତ୍ବ,…

ଓଏଲ୍‌ ବ୍ୟୁରୋ: ଓଡ଼ିଶା କ୍ୟାଡର ଆଇଏଏସ ଅଫିସର ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ବଡ଼ ଦାୟିତ୍ବ। ମିଶନ ଶକ୍ତି ସଚିବ ପଦରୁ ତାଙ୍କୁ ବଦଳି କରି ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ଅନ୍ୟପଟେ ବରିଷ୍ଠ ଆଇଏଏସ ଅଧିକାରୀ ଶାଲିନୀ ପଣ୍ଡିତଙ୍କୁ ମିଶନ ଶକ୍ତି ବିଭାଗର…

ଏଥର ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଂଜନ,…

ଓଏଲ୍‌ ବ୍ୟୁରୋ: ୨୦୨୪ ନିର୍ବାଚନ ଲଢ଼ିବେ ଭେଟେରାନ ରାଜନେତା ସୌମ୍ୟରଂଜନ ପଟ୍ଟନାୟକ। ପୂର୍ବତନ ବିଜୁ ଜନତା ଦଳ ନେତା ସୌମ୍ୟରଂଜନ ପଟ୍ଟନାୟକଙ୍କ ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା ଚାଲିଥିବାବେଳେ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଚଳିତ ନିର୍ବାଚନ ଲଢ଼ିବେ। ସେ କେନ୍ଦୁଝର ଜିଲ୍ଲା ଘସିପୁରା ଆସନରୁ…

ପାଣିପାଗ ଖବର: ୪୩ ଡିଗ୍ରୀ ଉପରେ ୭ ସହର,…

ଓଏଲ୍‌ ବ୍ୟୁରୋ: ୨୪ ଘଣ୍ଟାର ଆଶ୍ବସ୍ତି ପରେ ପୁଣି ଫେରିଲା ତାତି। କାଳବୈଶାଖି ପ୍ରଭାବରେ ରାଜ୍ୟର କିଛି ସହରର ତାପମାତ୍ରା ୪୦ ଡିଗ୍ରୀ ପର୍ଯ୍ୟନ୍ତ ଖସି ଆସିଥିଲା। ହେଲେ ଦିନକ ପରେ ପୁଣି ଫେରିଲା ତାତି। ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ବୌଦ୍ଧ। ସର୍ବାଧିକ ୪୪.୬ ଡିଗ୍ରୀ ପାରଦ ରେକର୍ଡ ହୋଇଥିବା…

ଶାହଙ୍କ ପରେ ଧର୍ମେନ୍ଦ୍ରଙ୍କ ଦମ୍ଭୋକ୍ତି,…

ଓଏଲ୍‌ ବ୍ୟୁରୋ: କେନ୍ଦ୍ରରେ ଭାରତୀୟ ଜନତା ପାର୍ଟିର ବର୍ଷର ଶାସନ କାଳରେ ଓଡ଼ିଶାକୁ କେତେ ମିଳିଛି ଅନୁଦାନ। ସାମ୍ବାଦିକ ସମ୍ମିଳନୀ କରି ହିସାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନକାଳରେ ସବୁଠୁ ଅଧିକ ଲାଭାର୍ଥି ରାଜ୍ୟ ହୋଇଛି…

ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ସରକାରୀ ଚାକିରିଆ। ୫୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଝାରସୁଗୁଡ଼ା ଆରଡବ୍ଲୁଏସ୍‌ଏସ୍‌ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପାତ୍ର। ଜଣେ ଠିକାଦାରଙ୍କଠାରୁ ବିଲ୍ ପାସ୍ କରିବା ପାଇ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ…

ବିଜେପି କେନ୍ଦ୍ରୀୟ ନେତୃତ୍ବଙ୍କ ମାରାଥନ…

ଓଏଲ୍‌ ବ୍ୟୁରୋ: ମେ' ୧୩ ତାରିଖରେ ଓଡ଼ିଶାରେ ହେବ ପ୍ରଥମ ପର୍ଯ୍ୟାୟ ମତଦାନ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଅନ୍ୟପଟେ ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ କରୁଛନ୍ତି ଜୋରଦାର କସରତ। ବିଜେଡି ପୁଣିଥରେ ଶାସନ ଗାଦିରେ ବସିବା ପାଇଁ…

ରାୟଗଡ଼ା: ରାହୁଲଙ୍କ ୫ ଗ୍ୟାରେଣ୍ଟି,…

ଓଏଲ୍‌ ବ୍ୟୁରୋ: ଆଜି ଉତ୍ତର ପ୍ରଦେଶର ରାୟବରେଲୀ ଲୋକସଭା ଆସନ ପାଇଁ ନାମାଙ୍କନ ଭରିଛନ୍ତି କଂଗ୍ରେସର ପୋଷ୍ଟର ବୟ ରାହୁଲ ଗାନ୍ଧୀ। ଯାହାଫଳରେ କଂଗ୍ରେସ ସାଂସଦ ରାହୁଲଙ୍କ ରାୟଗଡ଼ା ଗସ୍ତ ବାତିଲ ହୋଇଥିଲା। ହେଲେ ଭିଡିଓ ବାର୍ତ୍ତା ମାଧ୍ୟମରେ ରାୟଗଡ଼ାରେ ଆୟୋଜିତ କଂଗ୍ରେସର ନ୍ୟାୟ ସମାବେଶ ଜନସଭାକୁ ସମ୍ବୋଧିତ…

ବାଲେଶ୍ବର ଲୋକସଭା: ସ୍ୱାଧୀନ ପ୍ରାର୍ଥୀ…

ଓଏଲ୍‌ ବ୍ୟୁରୋ: ବାଲେଶ୍ବର ରାଜନୀତିରେ ହଟଚମଟ। ଚଳିତ ନିର୍ବାଚନରେ ବିଜେପି ଟିକେଟ ପାଇନଥିବା ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ନିର୍ବାଚନ। ବାଲେଶ୍ବର ସଂସଦୀୟ କ୍ଷେତ୍ରରୁ ସେ ନିର୍ବାଚନ ଲଢ଼ିବା ନେଇ ସୂଚନା ଦେଇଛନ୍ତି। ବାଲେଶ୍ୱର ଲୋକସଭା ଆସନରୁ ବିଜେପି ଟିକେଟ ଆଶାୟୀ…

ଚର୍ଚ୍ଚାରେ ସୋଫିଆ ଫିରଦୋସ, ବିନା ରାଲିରେ…

ଓଏଲ୍‌ ବ୍ୟୁରୋ: ଆଜି ବାରବାଟି-କଟକ ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଛନ୍ତି କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିରଦୋସ। ଆଜି ସେ କଟକ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସବୁଠୁ ବଡ଼କଥା ହେଲା ବିଭିନ୍ନ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ଦିନ ଶକ୍ତି ପ୍ରଦର୍ଶନ…

ବଦଳିଲା ଆମେଠି ସମୀକରଣ, ୨୫ ବର୍ଷ ପରେ…

ଓଏଲ୍‌ ବ୍ୟୁରୋ: କଂଗ୍ରେସର ଗଡ଼ ଭାବେ ପରିଚିତ ଆମେଠିରୁ କିଏ ହେବ ପ୍ରାର୍ଥୀ ? ବିଗତ କିଛିଦିନ ଧରି ଲାଗି ରହିଥିବା ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। କେଏଲ ଶର୍ମାଙ୍କୁ ଆମେଠି ଲୋକସଭା ଆସନ ପାଇଁ ଟିକେଟ ଦେଇଛି କଂଗ୍ରେସ। କଂଗ୍ରେସର ପୋଷ୍ଟର ବୟ ରାହୁଲ ଗାନ୍ଧୀଙ୍କୁ ରାଏବରେଲୀ ଆସନରୁ ଟିକେଟ ଦେଇଛି ଦଳ।…