Odisha Link
Bridging the Missing Links in Odisha

୨ଟି ଗୋରୁ ବୋଝେଇ ଟ୍ରକ୍ ଜବତ

ବାଲେଶ୍ବର: ବାଲେଶ୍ବରରୁ ୨ ଗୋରୁ ବୋଝେଇ ଟ୍ରକ୍ ଜବତ କରାଯାଇଛି। ଶେରଗଡ ଟୋଲ୍ ଗେଟ୍ ନିକଟରେ ଗୋରୁ ବୋଝେଇ ଟ୍ରକ୍ ଅଟକାଇଲେ ବଜରଙ୍ଗ ଓ ବିଶ୍ବ ହିନ୍ଦୁ ପରିଷଦର କର୍ମୀ। ଜବତ ୨ଟି ଟ୍ରକରେ ୨୦୦ରୁ ଅଧିକ ଗୋରୁ ଥିବା ଜଣାପଡିଛି।
ସମସ୍ତ ଗୋରୁଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଇଛି। ଘଟଣାସ୍ଥଳରୁ ଆଉ ୩ଟି ଗୋରୁ ବୋଝେଇ ଟ୍ରକ୍ ଖସିଯାଇଥିବା ଜଣାପଡିଛି।

Comments are closed.