Odisha Link
Bridging the Missing Links in Odisha

ବୃଦ୍ଧଙ୍କ ମୃତ୍ୟୁ; ରାସ୍ତା ଅବରୋଧ

ପିପିଲି: ପୁରୀ ଜିଲ୍ଲା ପିପିଲି ଅନ୍ତର୍ଗତ ପତନପୁର ଲୁଣା ନଦୀ ନିର୍ମାଣଧୀନ ବ୍ରିଜରୁ ଖସି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଉକ୍ତ ଘଟଣା ପରେ ବିଜ କାମ ସମ୍ପୂର୍ଣ୍ଣ କରିବା ଦାବିରେ ହାଟ ଡ଼େଲାଙ୍ଗରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବୋରଧ କରିଛନ୍ତି। ରାସ୍ତାରୋକ ଫଳରେ ପଟ୍ଟନାୟିକିଆ – ଖୋର୍ଦ୍ଧା ମଧ୍ୟରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିବା ନେଇ ସୂଚନା ମିଳିଛି।