Odisha Link
Bridging the Missing Links in Odisha

ସିଏଏକୁ ନେଇ ଗୋଷ୍ଠୀ ସଂଙ୍ଘର୍ଷ : ୧ ଆହତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ନାଗରିକତା ସଂଶୋଧନ ଆଇନ ୨୦୧୯କୁ ନେଇ ଗୋଷ୍ଠୀ ସଂଙ୍ଘର୍ଷ ଥିମିବାର ନାଁ ଧରୁ ନାହିଁ। ଟାଉନ ଥାନା ଅନ୍ତର୍ଗତ ରିଜେଣ୍ଟ ମାର୍କେଟରେ ସିଏଏକୁ ବିରୋଧ କରି ଆଜି ୨ ଗୋଷ୍ଠୀ ମଧ୍ୟରେ ପଥରମାଡ଼ ହୋଇଛି।

ମିଳିଥିବା ସୂଚନା ଅନୁସାରେ ସୁନ୍ଦରଗଡ଼ରେ ସିଏଏକୁ ବିରୋଧ କରି ୨ ଗୋଷ୍ଠୀ ପରସ୍ପର ଉପରକୁ ପଥର ମାଡ଼ କରିଛନ୍ତି। ଏହି ପଥରମାଡ଼ରେ ଜଣେ ଯୁବକ ଆହତ ଆହତ ହୋଇଥିବାବେଳେ ଆନ୍ଦୋଳନକରୀ ୨ଟି ଅଟୋ ଭାଙ୍ଗିଦେଇଛନ୍ତି। ସେଠାକର ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଘଟଣା ସ୍ଥଳରେ ଏକ ପ୍ଲାଟୁନ ଓଏସଏଫ ସହ ୩ ପ୍ଲାଟୁନ ଫୋର୍ସ ମୃତୟନ ହୋଇଛନ୍ତି। ଚାପା ଉତ୍ତେଜନା ଦୃଷ୍ଟିରୁ ଘଟଣାସ୍ଥଳରେ ଏସପି ଓ ଏସଡିପିଓ ଉପସ୍ଥିତି ଥିବା ଜଣାପଡ଼ିଛି। ଗଣ୍ଡଗୋଳକାରୀଙ୍କୁ ଆୟତ୍ତ କରିବା ପାଇଁ ପୁଲିସ ମୃଦୁ ଲାଠି ଚାଳନା କରିଛି ।

Comments are closed.