Odisha Link
Bridging the Missing Links in Odisha
Daily Archives

January 14, 2020

ପଦବୀ ୧, ଆଶାୟୀ ଅନେକ

ଭୁବନେଶ୍ବର: ପଦାରେ ପଡ଼ିଲା ରାଜ୍ୟ କଂଗ୍ରେସର ଗୋଷ୍ଠୀ କନ୍ଦଳ। ଯାହାକୁ ନେଇ ରାଜ୍ୟ ରାଜନୀତି ଚର୍ଚ୍ଚାରେ। ଏହାସହ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ବୟାନ ଆହୁରି ରୋମାଞ୍ଚ ବଢ଼େଇ ଦେଇଛି। ସୁର ରାଉତରାୟ  କହିଛନ୍ତି ଯେ, କଂଗ୍ରେସର କେନ୍ଦ୍ର ନେତୃତ୍ୱ ଏବଂ ରାଜ୍ୟ ନେତୃତ୍ୱ ମଧ୍ୟରେ ସମନ୍ୱୟର ଅଭାବ ରହିଛି। ଆଉ…

ବିରୋଧୀ ମାନେ ଷଡଯନ୍ତ୍ର ,ମିଥ୍ୟା ପ୍ରଚାର…

ଭୁବନେଶ୍ୱର : ନାଗରିକ ସଂଶୋଧନ ଆଇନ ହେଉଛି ନାଗରିକତା ଦେବାର ଆଇନ । ଏହା କାହାର ନାଗରିକତା ନେବ ନାହିଁ । ଏହି ସଂଶୋଧନରେ କୌଣସି ବିବାଦ ନାହିଁ କି କାହାପ୍ରତି କିଛି ବାଛବିଚାର ନାହିଁ । ଏହାକୁ ବିରୋଧୀମାନେ ଜାଣିଶୁଣି ବିବାଦିତ କରିବା ପାଇଁ ଅପଚେଷ୍ଟା କରୁଛନ୍ତି । ଦେଶରେ ଶାନ୍ତି ଚାହୁଁନଥିବା ବିରୋଧୀ…

ପିଲାମାନଙ୍କୁ ପରୀକ୍ଷାରୁ ଚାପମୁକ୍ତ…

ଭୁବନେଶ୍ୱର : ପୂର୍ବାହ୍ନରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ପ୍ରସ୍ତାବ ଅନୁସାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଦ୍ୱାରା ରାଜ୍ୟସ୍ତରୀୟ ପରୀକ୍ଷା ପର୍ବର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ପରୀକ୍ଷା ପର୍ବର…

ନିଯୁକ୍ତି ପାଇଲେ ୨୩ ଜଣ ସମବାୟ ନିରୀକ୍ଷକ

ଭୁବନେଶ୍ୱର : ରାଜ୍ୟର କୃଷି ଅର୍ଥନୀତି ସହିତ ସମବାୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଏବଂ ମୋଟ ଫସଲ ଋଣର ପ୍ରାୟ ୭୦ ପ୍ରତିଶତ ସମବାୟ ମାଧ୍ୟମରେ ଚାଷୀଙ୍କୁ ଯୋଗାଇ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ସମବାୟ ଆନ୍ଦୋଳନକୁ ଅଧିକ ସକ୍ରିୟ କରି ଏଥିରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବା ଆବଶ୍ୟକ ବୋଲି ଖାଦ୍ୟ ଯୋଗାଣ…

ଝିଂଟିକା ମାରିକି ବଣି ପୋଷିବା ନିତିରେ…

ଭୁବନେଶ୍ୱର : ଝିଂଟିକା ମାରିକି ବଣି ପୋଷିବାର ନିତିରେ ରାଜ୍ୟସରକାର ରାଜ୍ୟର ଶାସନ ଚଲାଇଛନ୍ତି । ଖୋଦ୍ ରାଜ୍ୟସରକାର ବିଧାନସଭାରେ ମାନିଛନ୍ତି ଯେ, ଗ୍ରିଡକୋର ୭,୬୫୭କୋଟି ଟଙ୍କା ବିଭିନ୍ନ କଂପାନୀ ଏବଂ ବ୍ୟବସାୟ ଅନୁଷ୍ଠାନ ପାଖରେ ବକେୟା ପଡିଛି । ଏହି ଅର୍ଥକୁ ରାଜ୍ୟସରକାର ଆଦାୟ ନକରି ଗରିବ ଲୋକଙ୍କ…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକସେବା ଭବନର…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବାହ୍ନରେ ଲୋକସେବା ଭବନ ପରିସରରେ ନବନିର୍ମିତ ଅତ୍ୟାଧୁନିକ ବିଶ୍ୱସ୍ତରୀୟ କନ୍‌ଭେନ୍‌ସନ୍‌ ସେଣ୍ଟର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର, ଓଡ଼ିଶା ପର୍ଯ୍ୟଟନ ଏବଂ ସ୍ମାର୍ଟ ସିଟି, ଭୁବନେଶ୍ୱର ଉ ପରେ ପ୍ରଦର୍ଶିତ ତିନୋଟି…

ମହିଳାମାନଙ୍କୁ ସୁରକ୍ଷା ଏବଂ ସାମାଜିକ…

ଭୁବନେଶ୍ୱର :ସମଗ୍ର ଦେଶରେ ମହିଳାମାନଙ୍କୁ ସୁରକ୍ଷା ଏବଂ ସାମାଜିକ ନ୍ୟାୟ ପ୍ରଦାନ ଦିଗରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ । ମହିଳାମାନେ କିଭଳି ସ୍ୱାବଲଞ୍ଚୀ ହୋଇ ପାରିବେ, ଆର୍ଥିକ ଦୃଷ୍ଟିକୋଣରୁ ସଶକ୍ତ ହୋଇ ପାରିବେ ଏବଂ ସମାଜରେ ଆତ୍ମସମ୍ମାନର ସହ ଜୀବନ ବଞ୍ଚିବେ ସେଥି ପାଇଁ ରାଜ୍ୟ ସରକାର ବହୁବିଧା ପଦକ୍ଷେପ…

ଅଷ୍ଟ୍ରେଲିଆ ଆଗରେ ୨୫୬ ରନର ବିଜୟ ଲକ୍ଷ୍ୟ

ମୁମ୍ବାଇ: ଭାରତ ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ମ୍ୟାଚ ମୁମ୍ବାଇ ସ୍ଥିତ ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳା ଯାଉଛି। ଏହି ମ୍ୟାଚରେ ପ୍ରଥମ ଟସ୍‌ ଜିତି ଅଷ୍ଟ୍ରେଲିଆ ଦଳ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଫଳରେ ପ୍ରଥମେ ବ୍ୟାଟି କରି ଟିମ୍‌ ଇଣ୍ଡିଆ ୪୯.୧ ଓଭରରେ ୨୫୫ ରନ୍ କରି ଅଲଆଉଟ୍ ହୋଇଛି। ଶିଖର ଧୱନ୍…

ମକର ସଂକ୍ରାନ୍ତି ପାଇଁ ଜମୁଛି ଗୁଡି ବଜାର

ଭୁବନେଶ୍ବର: କାଲି ପବିତ୍ର ମକର ସଂକ୍ରାନ୍ତି। ମକର ସଂଙ୍କ୍ରାନ୍ତି ଆସିଲେ ମନେପଡେ ଗୁଡି ଉଡା। ଗୁଡିଉଡାକୁ ନେଇ ରହିଛି ଅନେକ ଇତିହାସ। ଏଥିପାଇଁ ସବୁଆଡେ ଜମୁଛି ଗୁଡିର ଆସର। ବଜାରରେ ଦେଖିବାକୁ ମିଳୁଛି ଭିନ୍ନ ଭନ୍ନ ଡିଜାଇନର ଗୁଡିମାନ। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଗୁଡି ଗଡିକରେ ବିଭିନ୍ନ…

ସିଏଏକୁ ନେଇ ଗୋଷ୍ଠୀ ସଂଙ୍ଘର୍ଷ : ୧ ଆହତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ନାଗରିକତା ସଂଶୋଧନ ଆଇନ ୨୦୧୯କୁ ନେଇ ଗୋଷ୍ଠୀ ସଂଙ୍ଘର୍ଷ ଥିମିବାର ନାଁ ଧରୁ ନାହିଁ। ଟାଉନ ଥାନା ଅନ୍ତର୍ଗତ ରିଜେଣ୍ଟ ମାର୍କେଟରେ ସିଏଏକୁ ବିରୋଧ କରି ଆଜି ୨ ଗୋଷ୍ଠୀ ମଧ୍ୟରେ ପଥରମାଡ଼ ହୋଇଛି। ମିଳିଥିବା ସୂଚନା ଅନୁସାରେ ସୁନ୍ଦରଗଡ଼ରେ ସିଏଏକୁ ବିରୋଧ କରି ୨ ଗୋଷ୍ଠୀ…