Odisha Link
Bridging the Missing Links in Odisha

ବିଧାନସଭା: କରୋନାକୁ ନେଇ ମୁଲତବି ନୋଟିସ୍

ଭୁବନେଶ୍ବର: ବିଧାନସଭା ଅଧିବେଶନର ଆଜି ହେଉଛି ଦ୍ବିତୀୟ ଦିନ। ଆଜି ବିଧାନସଭାରେ ବିରୋଧୀ ମାନେ କରୋନା ମହାମାରୀ ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳତା ନେଇ ମୁଲତବି ନୋଟିସ୍‌ କରିଛନ୍ତି। ଏହା ସହିତ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ସରକାରଙ୍କ ଉଦାସୀନତା ସମ୍ପର୍କରେ ବି ନୋଟିସ୍‌ରେ ଉଲ୍ଲେଖ ହୋଇଛି। ଏନେଇ ମୁଲତବି ନୋଟିସ୍‌ ଗ୍ରହଣ କରିଛନ୍ତି ବାଚସ୍ପତି। ଅନ୍ୟପଟେ ଏହାର ଉତ୍ତର ରଖିରେ ସ୍ବାସ୍ଥ୍ୟମନ୍ତ୍ରୀ।

Comments are closed.