Odisha Link
Bridging the Missing Links in Odisha
Monthly Archives

September 2020

ଟ୍ୱିନ୍ ସିଟିରେ ୫୦% କର୍ମଚାରୀରେ ଚାଲିବ…

ଭୁବନେଶ୍ବର: ଅକ୍ଟୋବର ମାସରେ ସରକାରୀ ଅଫିସ୍‌ ଚାଲିବା ନେଇ ଗାଇଡଲାଇନ। ଟ୍ୱିନ୍ ସିଟିରେ ୫୦% କର୍ମଚାରୀରେ ଚାଲିବ ଅଫିସ୍। କେଉଁ କର୍ମଚାରୀ ଆସିବେ, କିଏ ଆସିବେ ନାହିଁ ତାହା ବିଭାଗୀୟ ମୁଖ୍ୟ ସ୍ଥିର କରିବେ। ଏଥିସହ ପ୍ରତ୍ୟେକ ଶନିବାର ରାଜ୍ୟର ସମସ୍ତ ସରକାରୀ ଅଫିସ୍‌ ଛୁଟି ରହିବ। ଏ ନେଇ ସାଧାରଣ…

ରାଜ୍ୟରେ କରୋନା: ସୁସ୍ଥ ହେଲେ ଆଉ ୪୨୧୯…

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୪୨୧୯ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୬୨୮ଜଣ ଆରୋଗ୍ୟ ଲାଭ କରିଥିବା ବେଳେ କଟକରୁ ୪୯୪, ପୁରୀରୁ ୨୬୪, ଝାରସୁଗୁଡାରୁ ୨୩୨, ଅନୁଗୋଳରୁ ୨୦୯, ଜଗତସିଂହପୁରରୁ ୧୬୩, କେନ୍ଦ୍ରାପଡାରୁ ୧୬୧, ମୟୂରଭଞ୍ଜରୁ ୧୫୩, ରାୟଗଡାରୁ ୧୩୨, ଯାଜପୁରରୁ…

ଜାତୀୟ ବାଉଁଶ ମିଶନରେ ଓଡ଼ିଶାକୁ ତିନି…

ଭୁବନେଶ୍ୱର: ଜାତୀୟ ବାଉଁଶ ମିଶନ ଅଧୀନରେ ଗତ ତିନି ବର୍ଷରେ ଓଡ଼ିଶାକୁ ୬.୭୭ କୋଟି ଟଙ୍କା ଅନୁଦାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ତୈଳ ଓ ପ୍ରାକୃତିକ ବାସ୍ପ ତଥା ଇସ୍ପାତ ମନ୍ତ୍ରୀ…

ରିଲାଏନ୍ସ ରିଟେଲ୍ ଭେଂଚର୍ସରେ ୩,୬୭୫…

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ଓ ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିିମିଟେଡ୍ (ଆର୍‌ଆର୍‌ଭିଏଲ୍‌) ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ବିଶ୍ୱସ୍ତରୀୟ ଅଭିବୃଦ୍ଧି ଇକ୍ୱିଟି ସଂସ୍ଥା ଜେନେରାଲ୍ ଆଟଲାଂଟିକ୍‌ ପକ୍ଷରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସହଯୋଗୀ ସଂସ୍ଥା ରିଲାଏନ୍ସ…

ଓଡ଼ିଆ ଛାତ୍ରଛାତ୍ରୀଙ୍କ ବୈଦ୍ଧିକ…

ଭୁବନେଶ୍ୱର: ଓଡ଼ିଶାର ମୂଳ ପୁଞ୍ଜି ହେଲା ଶିକ୍ଷା ଓ ରାଜ୍ୟରେ ଅନେକ ବୁଦ୍ଧିମାନ ଲୋକମାନେ ଅଛନ୍ତି। ଓଡ଼ିଶାର ଭାଗ୍ୟ ପରିବର୍ତ୍ତନ କରିବାର କ୍ଷମତା ରଖୁଥିବା ଗରିବ ଘରର ପିଲାର ପାଠ ସହ ଶିକ୍ଷା ଯୋଡ଼ିହୋଇ ରହିଛି। ଏହି ନୂତନ ଶିକ୍ଷାନୀତି ଦ୍ୱାରା ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ବୌଦ୍ଧିକ…

ବିଧାନସଭାରେ ପାରିତ ହେଲା ସଂକ୍ରାମକ ରୋଗ…

ଭୁବନେଶ୍ବର: ବିଧାନସଭାରେ ପାରିତ ହେଲା ସଂକ୍ରାମକ ରୋଗ ବିଲ୍ ୨୦୨୦। ବିରୋଧୀଙ୍କ ବିରୋଧ ସତ୍ୱେ ଏହି ବିଲ୍ ବିଧାନସଭାରେ ପାରିତ ହୋଇଛି। ଏହି ବିଲ ଅନୁଯାୟୀ କୋଭିଡ ନିୟମ ଉଲଂଘନ କଲେ ୧ଲକ୍ଷ ଟଙ୍କା ଜରିମାନା ଓ ୨ ବର୍ଷ ପର୍ଯ୍ୟନ୍ତ ଜେଲ ବ୍ୟବସ୍ଥା ରହିଛି। ବିଲ୍ ପାରିତ ପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ…

ହାଥରସ୍‌ ଗଣଦୁଷ୍କର୍ମ ମାମଲାର ଦୋଷୀଙ୍କୁ…

ନୂଆଦିଲ୍ଲୀ: ନିର୍ଭୟାଙ୍କ ଦୋଷୀଙ୍କୁ ଫାଶିରେ ଝୁଲାଇଥିବା ପବନ ଜଲ୍ଲାଦ ହାଥରସ ଯାଇ ପାରନ୍ତି। ସେ ପୀଡିତ ପରିବାରଙ୍କୁ ଭେଟିବାକୁ ଚାହାନ୍ତି। ପବନଙ୍କ କହିବାନୁଯାୟୀ, ପୀଡିତାଙ୍କ ମୃତ୍ୟୁ ଖବର ଶୁଣି ସେ ମର୍ମାହତ। ସେ ନିଜ ବେଦନା ବଖାଣି କହିଛନ୍ତି ଯେ, ସେ ନିର୍ଭୟା ମାଙ୍କୁ ଦେଖିଛନ୍ତି। ସେ ସେହି…

ଉପନିର୍ବାଚନ ପାଇଁ ବିଜେପିର ପରିଚାଳନା…

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୩ ତାରିଖରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଉପନିର୍ବାଚନ ହେବ। ଏଥିପାଇଁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ଏହି କ୍ରମରେ ଭାରତୀୟ ଜନତା ପାର୍ଟି ଉପନିର୍ବାଚନ ପରିଚାଳନା ସମିତି ଗଠନ କରିଛି। ବିଜେପି ରାଜ୍ୟ ସଭାପତି…

ରାଜଧାନୀରୁ ଆଉ ୩୬୯ କରୋନା ପଜିଟିଭ୍‌…

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଉ ୩୬୯ ଜଣ କରୋନା ପଜିଟିଭ୍ ଚିହ୍ନଟ। ଏଥିସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧୮୯୫ରେ ପହଞ୍ଚିଛି। ବୁଧବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୭୫ ଜଣ ରହିଥିବା ବେଳେ ୨୯୪ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ। ଗତ ୨୪ ଘଣ୍ଟାରେ ୩୫୬ ଜଣ ଆରୋଗ୍ୟ ଲାଭ…

ବଢ଼ିଲା ଇନ୍‌କମ୍‌ ଟ୍ୟାକ୍ସ ରିଟର୍ଣ୍ଣ…

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ଇନ୍‌କମ୍‌ ଟ୍ୟାକ୍ସ ରିଟର୍ଣ୍ଣ ଅବଧି ବୃଦ୍ଧି। ଇନ୍‌କମ୍‌ ଟ୍ୟାକ୍ସ ରିଟର୍ଣ୍ଣ ଅବଧି ବୃଦ୍ଧି କରିଛନ୍ତି ସିବିଡିଟି। ୨୦୧୯-୨୦ ପାଇଁ ରିଟର୍ଣ୍ଣ ଦାଖଲ ସମୟସୀମା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଥିଲା। କରୋନା ମହାମାରୀକୁ ଦୃଷ୍ଟିରେ ରଖି ପୂର୍ବରୁ ୩…