Odisha Link
Bridging the Missing Links in Odisha
Monthly Archives

September 2020

ରାଜଧାନୀରେ ଗଣଦୁଷ୍କର୍ମ ମାମଲା: ତଦନ୍ତକୁ…

କଟକ: ହାଇକୋର୍ଟରେ ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲାକୁ ନେଇ ତଦନ୍ତର ଅଗ୍ରଗତି ରିପୋର୍ଟ ଦାଖଲ କଲେ ଡିସିପି। ପୋଲିସର ନିଷ୍କ୍ରିୟତା ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଡିସିପି ପାହ୍ୟାର ଅଧିକାରୀ ୭ ଦିନରେ ତଦନ୍ତ କରି ରିପୋର୍ଟ ପାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା…

କୋଭିଡ୍ ମୁକାବିଲା ନେଇ ଓଡ଼ିଶାକୁ ବିଶ୍ବ…

ଭୁବନେଶ୍ୱର: କୋଭିଡ୍ ମୁକାବିଲା ନେଇ ଓଡ଼ିଶାକୁ ପ୍ରଶଂସା କରିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ। କୋଭିଡ ମୁକାବିଲାରେ ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପକୁ ପ୍ରଶଂସା କରାଯାଇଛି। ଏଥିସହ ଗ୍ରାମପଞ୍ଚାୟତକୁ ସ୍ବତନ୍ତ୍ର କ୍ଷମତା ଏବଂ ଟେଷ୍ଟିଂ କ୍ଷମତା ବୃଦ୍ଧି ନେଇ ପ୍ରଶଂସା କରାଯାଇଛି। ଏନେଇ ଟ୍ବିଟ୍ କରି…

ଅଙ୍ଗ ଦାନ କରିବେ ବିଗ୍ ବି

ମୁମ୍ବାଇ: ବଲିଉଡ ମହାନାୟକ ଅମିତାଭ୍ ବଚ୍ଚନ ଅଙ୍ଗ ଦାନ କରିବେ। ଅଙ୍ଗ ଦାନ କରିବାକୁ ସେ ନିଜେ ଘୋଷଣା କରିଛନ୍ତି। ସୋସିଆଲ୍ ମିଡ଼ିଆ ଜରିଆରେ ସେ ଏହି ସୂଚନା ଦେଇଛନ୍ତି। ଅମିତାଭ ବଚ୍ଚନ ଏକ ଟ୍ୱିଟ କରିଛନ୍ତି। ସେ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ସେ ପିନ୍ଧିଥିବା କୋଟରେ ଏକ ଛୋଟ ସବୁଜ ରଙ୍ଗର ଫିତା…

ବିଧାନସଭାରେ ଉଠିଲା ଓଟିଭି ପ୍ରସଙ୍ଗ

ଭୁବନେଶ୍ବର: ଆଜି ବିଧାନସଭାର ଦ୍ବିତୀୟ ଦିନରେ ବହୁ ପ୍ରସଙ୍ଗ ଉପସ୍ଥାପନ ହୋଇଛି। ଏଥି ମଧ୍ୟରେ ଆଜି ବିଧାନସଭାରେ ଓଟିଭି ପ୍ରସଙ୍ଗ ବି ଉଠିଛି। ଏନେଇ ପ୍ରସଙ୍ଗ ଉଠାଇଲେ ବିଜେପ ବିଧାୟକ ଜୟନାରାୟଣ ମିଶ୍ର। ଏପିଡେମିକ ଡିଜିଜ୍‌ ସଂଶୋଧନ ବିଲ୍‌ ଆଲୋଚନାରେ ପ୍ରସଙ୍ଗ ଉଠିଛି। ଯିଏ ବିରୋଧ କରିବ ମାମଲା କରିଦେବେ।…

ୟୁପିଏସସି ପ୍ରିଲିମ୍ ପରୀକ୍ଷା:…

ନୂଆଦିଲ୍ଲୀ: ୟୁପିଏସସି ପ୍ରିଲିମ୍ ପରୀକ୍ଷା ଘୁଞ୍ଚାଇବା ପାଇଁ ଦାଖଲ ଯାଚିକାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଏହା ପରେ ପରୀକ୍ଷା ଆୟୋଜନ ନେଇ ଯେଉଁ ଅନିଶ୍ଚିତତା ଦେଖାଯାଉଥିଲା ତାହା ଶେଷ ହୋଇଛି। ଏଥିସହିତ କୋର୍ଟ କହିଛନ୍ତି ଯେ, ପରୀକ୍ଷା ଆୟୋଜନ କରିବା ୟୁପିଏସିର ଦାୟିତ୍ୱ। ଆବେଦନକାରୀଙ୍କ…

ଆସୁଛି ଆଉ ଏକ ଲଘୁଚାପ, ୫ ଯାଏଁ ପ୍ରବଳ…

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହା ପ୍ରଭାବରେ ଆଜି ଠାରୁ ୫ ତାରିଖ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ନେଇ ଟୁଇନ…

ବାପାକୁ ହାଣିଲା ପୁଅ

ଯାଜପୁର: ବାପାକୁ ହାଣିଲା ପୁଅ। ଏଭଳି ନୃଶଂସ କାଣ୍ଡ ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ବାଛୋଳ ପଞ୍ଚାୟତର ବେହେରା ସାହିରେ ଘଟିିିଛି। ପୁଅର କଟୁରୀ ଚୋଟରେ ବାପାର ମୃତ୍ୟୁ ଘଟିଛି। ଘରୋଇ କଳିରୁ କଟୁରୀରେ ବାପାକୁ ହାଣି ପୁଅ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ବାପାକୁ ହତ୍ୟା କରିବା ପରେ ଅଭିଯୁକ୍ତ…

ତଥ୍ୟ ଓ ବାସ୍ତବତା ଭିନ୍ନ : ନରସିଂହ

ଭୁବନେଶ୍ବର: କୋଭିଡ୍‌ ତଥ୍ୟ ବାସ୍ତବତା ଠାରୁ ଭିନ୍ନ ବୋଲି କହିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ସମ୍ପୂର୍ଣ୍ଣ ସିଷ୍ଟମ ଫେଲ ମାରିଛି କୋମାରେ ସରକାର। ଯେଉଁଠି ଟେଷ୍ଟ ହେଉଛି ସେଠି ୪ ଦିନ ପରେ ରିପୋର୍ଟ ଆସୁଛି। ଫଲ୍ସ କ୍ରେଡିଟ ନେବା ପାଇଁ ପ୍ରୟାସ ଜାରି ରହିଛି। ଚିକିତ୍ସାର ସୁବିଧା ନାହିଁ ବୋଲି…

ବହୁତ ଦିନ ପରେ ଭଲ ଖବର ମିଳିଛି: ଆଡଭାନୀ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ବାବ୍ରି ମସଜିଦ ଭଙ୍ଗା ମାମଲାରେ ଆଜି ଶେଷ ନିଷ୍ପତି ଶୁଣାଇଛନ୍ତି ଲକ୍ଷ୍ନୌର ସ୍ବତନ୍ତ୍ର ସିବିଆଇ କୋର୍ଟ। ୨୮ ବର୍ଷ ପୁରୁଣା ଏହି ମାମଲାରେ କୋର୍ଟ ସମସ୍ତ ୩୨ ଜଣ ଅଭିଯୁକ୍ତଙ୍କୁ ଦୋଷ ମୁକ୍ତ କରିଛନ୍ତି। ଏହି ଅଭିଯୁକ୍ତଙ୍କ ମଧ୍ୟରେ ଦେଶର ପୂର୍ବତନ ଉପ-ପ୍ରଦାନମନ୍ତ୍ରୀ ଲାଲକୃଷ୍ଣ…

ମନ୍ତ୍ରୀଙ୍କ ଉତ୍ତର ତଥ୍ୟଠୁ ଦୂରରେ:…

ଭୁବନେଶ୍ବର:  କୋଭିଡ୍‌ ନୁହେଁ ସମସ୍ତ ସ୍ବାସ୍ଥ୍ୟବସ୍ଥା ବିପର୍ଯ୍ୟସ୍ତ ରହିଛି ବୋଲି କହିଲେ ଜୟନାରାୟଣ। ମୁଲତବି ଆଲୋଚନାରେ ମନ୍ତ୍ରୀଙ୍କ ଉତ୍ତର ପ୍ରକୃତ ତଥ୍ୟ ଠାରୁ ବହୁତ ଦୂରରେ। ସରକାର ଶ୍ରେୟ ନେବାକୁ ଅନେକ କାମ କଲେ। ଲୋକମାନଙ୍କୁ ସାମାନ୍ୟ ଲକ୍ଷଣ ଥାଇ ହସ୍ପିଟାଲ ନେଲେ କିନ୍ତୁ ଦୁଇ କିମ୍ବା ତିନି…