Odisha Link
Bridging the Missing Links in Odisha

ରାଜଧାନୀରେ ଗଣଦୁଷ୍କର୍ମ ମାମଲା: ତଦନ୍ତକୁ ନେଇ ହାଇକୋର୍ଟ ଅସନ୍ତୋଷ

କଟକ: ହାଇକୋର୍ଟରେ ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲାକୁ ନେଇ ତଦନ୍ତର ଅଗ୍ରଗତି ରିପୋର୍ଟ ଦାଖଲ କଲେ ଡିସିପି। ପୋଲିସର ନିଷ୍କ୍ରିୟତା ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଡିସିପି ପାହ୍ୟାର ଅଧିକାରୀ ୭ ଦିନରେ ତଦନ୍ତ କରି ରିପୋର୍ଟ ପାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆସନ୍ତା ଅକ୍ଟୋପର ୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏନେଇ ଆବେଦନକାରୀ ଓକିଲ ଗୌତମ ସିଦ୍ଦିକ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗଣଦୁଷ୍କର୍ମ ଘଟଣାର ୧୨୦ ଦିନ ପରେ ଥାନାରେ ମାମଲା ରୁଜୁ ହୋଇଥିଲା

Comments are closed.