Odisha Link
Bridging the Missing Links in Odisha
Browsing Tag

Bhubaneswar

ଆଜି ଭୁବନେଶ୍ବରରେ ନବୀନଙ୍କ ରୋଡ…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଯେତେ ପାଖଉଛି ସେତେ ସରଗରମ ହେବାରେ ଲାଗିଛି ଓଡ଼ିଶା ରାଜନୀତି। ଆଉ କିଛି ସମୟ ପରେ ପୁରୀରେ ଏକ ବିଶାଳ ରୋଡ ଶୋ' କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାକୁ କାଉଣ୍ଟର କରିବାକୁ ରଣନୀତି କରିଛି ଶାସକ ଦଳ ବିଜୁ ଜନତା ଦଳ। ଆଜି ସନ୍ଧ୍ୟାରେ ଭୁବନେଶ୍ବରରେ…

ନବୀନଙ୍କ ରୋଡ ଶୋ’, ସଜେଇ ହୋଇଛି…

ଭୁବନେଶ୍ବର: ଆଉ ମାତ୍ର କିଛି ସମୟର ଅପେକ୍ଷା। ଆରମ୍ଭ ହେବ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଶାଳ ରୋଡ ଶୋ'। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶାଳ ରୋଡ ଶୋ ଗଙ୍ଗନଗର ଛକରୁ ଆରମ୍ଭ ହୋଇ ଶିଶୁଭବନ ଛକରେ ସମାପ୍ତ ହେବ। ରୋଡ ଶୋରେ ଲକ୍ଷାଧିକ ଲୋକେ ସାମିଲ ହେବାର ଯଥେଷ୍ଟ ସମ୍ଭାବନା ରହିଥିବାରୁ…

ନବୀନ ବାବୁଙ୍କୁ ଲୋକେ ଆରାମ ଦେବାକୁ…

ଓଏଲ୍‌ ବ୍ୟୁରୋ: ନିର୍ବାଚନକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ନେତୃବୃନ୍ଦ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି। ପର୍ଯ୍ୟାୟ କ୍ରମେ ନିର୍ବାଚନକୁ ନଜରରେ ରଖି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟରେ ୩ ପ୍ରମୁଖ ଦଳ ନିଜର ଜୋରଦାର ପ୍ରଚାର ଜାରି ରଖିଥିବାବେଳେ ଷ୍ଟାର…

ଭଡ଼ା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତ…

ଓଏଲ୍‌ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ। ଭଡ଼ା ଘରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଭରତପୁର ଥାନା ଅଧିନ ଏକ ବସ୍ତିରେ ଘଟିଛି ଏଭଳି ଘଟଣା।ମୃତ ଯୁବତୀ ହେଲେ ବିଷ୍ଣୁପ୍ରିୟା ରାଉତ। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ…

ଭୁବନେଶ୍ବର ଓଡ଼ିଶାର…

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ। ୭୫ ବର୍ଷ ପୂରଣ କରି ୭୬ ବର୍ଷର ପାଦ ଥାପିଛି ରାଜଧାନୀ। ୧୯୪୮ରେ ଏନ୍‌ଏସି, ୧୯୭୯ରେ ମୁନିସିପାଲିଟି ଓ ୧୯୯୪ରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ରାଜଧାନୀବାସୀଙ୍କୁ ମୌଳିକ ସେବା ଯୋଗାଇ ଆସୁଛି। ସବୁଜ ବଳୟରୁ କଂକ୍ରିଟ ଜଙ୍ଗଲରେ ପରିଣତ…

୭୬ ବର୍ଷରେ ରାଜଧାନୀ ଭୁବନେଶ୍ୱର

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ। ୭୫ ବର୍ଷ ପୂରଣ କରି ୭୬ ବର୍ଷର ପାଦ ଥାପିଛି ରାଜଧାନୀ। ୧୯୪୮ରେ ଏନ୍‌ଏସି, ୧୯୭୯ରେ ମୁନିସିପାଲିଟି ଓ ୧୯୯୪ରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ରାଜଧାନୀବାସୀଙ୍କୁ ମୌଳିକ ସେବା ଯୋଗାଇ ଆସୁଛି। ସବୁଜ ବଳୟରୁ କଂକ୍ରିଟ ଜଙ୍ଗଲରେ ପରିଣତ…

ପୁଣି ଚଳଚଞ୍ଚଳ ହେବ ରାଜଧାନୀ; କାଲିଠୁ…

ଓଏଲ୍‌ ବ୍ୟୁରୋ: ପୁଣି ଚଳଚଞ୍ଚଳ ହେବ ରାଜଧାନୀ ଭୁବନେଶ୍ୱର। ଜାନୁଆରୀ ୬ ତାରିଖରୁ ଆରମ୍ଭ ହେବ ଜାତୀୟସ୍ତରୀୟ ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଦ୍ୟ ମେଳା ଶିଶିର ସରସ- ୨୦୨୪। ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡିଆରେ ୧୫ ତାରିଖ ପର୍ଯ୍ୟନ୍ତ ସକାଳ ୧୧ଟା ୩୦ ରୁ ରାତି ୯ ଟା ପର୍ଯ୍ୟନ୍ତ ଚାଲିବ ମେଳା।…

ଅଧରାତିରେ ଭୁବନେଶ୍ବରରେ ଏନକାଉଣ୍ଟର,…

ଓଏଲ୍‌ ବ୍ୟୁରୋ: ଇଂରାଜୀ ନବବର୍ଷ ପୂର୍ବରୁ ସ୍ମାଟ ସିଟି ଭୁବନେଶ୍ବରରେ ଫୁଟିଲା ଗୁଳି। କୁଖ୍ୟାତ ଅପରାଧୀ ରଘୁ ବିଶ୍ବାଳକୁ ଏନକାଉଣ୍ଟର କରିଛି ଭୁବନେଶ୍ବର କମିଶନରେଟ୍‌ ପୁଲିସ। ପାଟ୍ରୋଲିଂ ସମୟରେ ରଘୁକୁ ପିଛା କରିଥିଲା ପୁଲିସ। ପ୍ରଥମେ ପୁଲିସ ଉପରକୁ ଗୁଳି କରିଥିଲା ରଘୁ। ପାଲଟା ଗୁଳିରେ ଅପରାଧୀ ରଘୁ…

କାଶ୍ମୀର ସନ୍ଦିଗ୍ଧ ଆତଙ୍କୀ ଗିରଫ ଘଟଣା:…

ଓଏଲ୍‌ ବ୍ୟୁରୋ: ଯାଜପୁରର ନେଉଲପୁରରୁ ଗିରଫ ସନ୍ଦିଗ୍ଧ ଯୁବକ ସୟଦ ଇଶାନ ବୁଖାରୀ ମାମଲାର ଚାଲିଛି ତଦନ୍ତ। ଯାଜପୁର ଧର୍ମଶାଳାରୁ କାଶ୍ମୀର ସନ୍ଦିଗ୍ଧ ଆତଙ୍କୀ ଗିରଫ ଘଟଣାକୁ ନେଇ ଭୁବନେଶ୍ବରରେ ପହଞ୍ଚିଲା ସେଣ୍ଟ୍ରାଲ ଆଇବି ଟିମ୍‌। ଏନେଇ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ଏସ୍‌ପି କେ.କେ ପାଣିଗ୍ରାହୀ ସୂଚନା…

ଆଜି ଭସାଣି: କଟକଣା ଜାରି କଲା…

ଓଏଲ୍‌ ବ୍ୟୁରୋ: ଶେଷ ହେଲା ଦୁର୍ଗା ପୂଜା। ଆଉ କିଛି ସମୟ ପରେ ଧରାପୃଷ୍ଠରୁ ମେଲାଣି ନେବେ ମା' ଜଗତଜନନୀ। ଏଥିପାଇଁ ବନ୍ଦୋବସ୍ତ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି। ଭସାଣି ପାଇଁ ଟୁଇନ୍‌ ସିଟିରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ପୂର୍ବ ବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଭୁବନେଶ୍ୱର ଓ କଟକରେ ଭସାଣ ଉତ୍ସବକୁ…