Odisha Link
Bridging the Missing Links in Odisha

ଓଡ଼ିଶାର ସବୁ ମନ୍ଦିର ଖୋଲୁ: ସୁର

ଭୁବନେଶ୍ବର: ଆଜି ବିଧାନସଭାର ତୃତୀୟ ଦିନରେ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଜାରି ରହିଛି। ଏହାରି ମଧ୍ୟରେ ଶାସକ ଓ ବିରୋଧିଙ୍କ ମଧ୍ୟରେ ପ୍ରଶ୍ନ ପଚରା ଉଚରା ବି ଲାଗି ରହିଛି। ରାଜ୍ୟର ସବୁ ମନ୍ଦିର ଖୋଲିବା ନେଇ ଗୃହରେ ଦାବିକରିଛନ୍ତି ସୁର ରାଉତରାୟ। ସୁର କହିଛନ୍ତି ଯେ, ଅନ୍ୟ ରାଜ୍ୟ ମାନଙ୍କରେ ସବୁ ମନ୍ଦିର ଖୋଲିଲାଣି। ଠିକ୍‌ ସେହିପରି ଓଡ଼ିଶା ଖୋଲୁ। ଏହା ସହିତ ସେ ଅହୁରି କହିଛନ୍ତି ଯେ, କରୋନା ସ୍ଥିତିରେ ବିଜୁଳି ଦର ବୃଦ୍ଧି ଅନୁଚିତ୍। ଏହାକୁ ପ୍ରତ୍ୟାହାର କରାଯାଉ।

Comments are closed.