Odisha Link
Bridging the Missing Links in Odisha

ରାଜଧାନୀରୁ ଜବତ ହେଲା ଧଳା ଜହର

ଭୁବନେଶ୍ୱର: ରାଜଧାନୀରୁ ପୁଣି ଜବତ ହେଲା ଧଳା ଜହାର। ପୋଲିସର ଚେକିଂ ପରେ ବି ଚାଲିଛି ଏହି ଚୋରା କାରବାର। ଏହି ଧଳା ଜହରା କାରବାରରେ ୩ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି ।

ଚଢାଉରେ ପ୍ରାୟ ୩୦୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି କମିଶନରେଟ ପୋଲିସର କୁଇକ୍ ଆକ୍ସନ ଟିମ୍। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ। ବ୍ରାଉନ ସୁଗାର ଜବତ କରିବା ସହ କୁଏଟି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୂର୍ବରୁ ଅନେକ ଥର ମଧ୍ୟ ରାଜଧାନୀରୁ ବ୍ରାଉନ୍‌ସୁଗାର ଜବତ ହୋଇଛି।

Comments are closed.