Odisha Link
Bridging the Missing Links in Odisha
Daily Archives

October 3, 2020

୨୪ ବର୍ଷ ପରେ ଆଶାବାଡ଼ି ଛାଡ଼ି ଠିଆ ହେଲେ…

ସୁନ୍ଦରଗଡ଼: ‘‘୨୪ ବର୍ଷ ହେଲା ଆଶାବାଡ଼ିକୁ ଭରସା କରି ମୁଁ ବାଟ ଚାଲୁଥିଲି। ହେଲେ ଏବେ ଆଶାବାଡ଼ି ଛାଡ଼ି ନିଜ ଗୋଡ଼ରେ ଠିଆ ହୋଇ ପାରୁଥିବାରୁ ମତେ ବହୁତ ଖୁସି ଲାଗୁଛି। ମୁଁ ଯେମିତି ନୂଆ ଜୀବନ ପାଇଛି’’, ଏହା କହିଛନ୍ତି ସମ୍ବଲପୁର ମହୁଲମୁଣ୍ଡା ଗ୍ରାମର ଯୋଶେଫ ତିର୍କୀ। ତାଙ୍କ ଜୀବନର ଏହି ଖୁସି ପାଇଁ…

ହାଥରସ ଧର୍ଷଣ ଘଟଣାର ସିବିଆଇ ତଦନ୍ତ…

ଲକ୍ଷ୍ନୌ: ଆଜି ପ୍ରବଳ ପ୍ରତିରୋଧ ସତ୍ତ୍ବେ ଉତ୍ତରପ୍ରଦେଶର ହାଥରସରେ ଧର୍ଷିତାଙ୍କ ପରିବାର ବର୍ଗଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ରାହୁଳ ଗାନ୍ଧୀ ଓ ପ୍ରିୟଙ୍କା ଭଦ୍ରା। ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ନ ମିଳିବା ଯାଏଁ କଂଗ୍ରେସର ଲଢ଼େଇ ଜାରି ରହିବ ବୋଲି ପ୍ରିୟଙ୍କା ଗଣମାଧ୍ୟମକୁ କହିବାର କିଛି ସମୟ ପରେ…

ବିହାର ମହାମେଣ୍ଟରେ ଆସନ ବୁଝାମଣା:…

ପାଟଣା: ବିହାର ବିଧାନସଭା ନିର୍ବାଚନ ପାଇଁ ମହାମେଣ୍ଟରେ ଆସନ ବୁଝାମଣା ଘୋଷଣା ହୋଇଛି। ଆଜି ପାଟଣାର ମୌର୍ଯ୍ୟା ହୋଟେଲରେ ଆ​ୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହାର ଘୋଷଣା କରାଯାଇଛି। ବିହାର ବିଧାନସଭା ପାଇଁ ୨୪୩ ଆସନରୁ ୧୪୪ ଆସନରେ ଆରଜେଡ଼ି, ୭୦ରେ କଂଗ୍ରେସ ଓ ୨୯ ସିଟରେ ବାମପନ୍ଥୀ ଦଳ ନିର୍ବାଚନ…

ଆଉ ବିକିବେନି ଗୁପ୍‌ଚୁପ୍, କିଟ୍‌ରେ ପାଠ…

ଆନନ୍ଦପୁର: ଏଣିକି ଆଉ ଗୁପ୍‌ଚୁପ୍ ବିକିବା ପାଇଁ ପଡିବ ନାହିଁ ଆନନ୍ଦପୁରର ମେଧାବୀ ଛାତ୍ର ରାହୁଳ ମହତ। କିଟ୍ ବିଶ୍ୱବିଦ୍ୟାଳୟରେ ଉଚ୍ଚ ବୈଷୟିକ ଶିକ୍ଷା ପାଇବା ପାଇଁ ସହାୟତାର ହାତ ବଢାଇଛି କିସ ଫାଉଣ୍ଡେସନ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌର ପରିଷଦର ଗରିବ ମେଧାବୀ ଛାତ୍ର ରାହୁଲଙ୍କ ସଂଘର୍ଷମୟ ଜୀବନ…

ସମ୍ ଅଲ୍ଟିମେଟ ମେଡିକେୟାରର ସ୍କଲ ବେସ୍…

ଭୁବନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାରର ସ୍କଲ ବେଶ୍ ସର୍ଜରୀ ବିଶେଷଜ୍ଞଙ୍କର ବିରଳ ଅସ୍ତ୍ର୍ରୋପଚାର। ଜଣେ ମଧ୍ୟ ବୟସ୍କ ବ୍ୟକ୍ତିଙ୍କର ନାସାରନ୍ଧ୍ରରୁ ଏକ ଟୁ୍ୟମରକୁ ଆଧୁନିକ ଅସ୍ତେ୍ରାପଚାର ଦ୍ୱାରା ସଫଳତାର ସହ ବାହାର କରାଗଲା। ନାସାରନ୍ଧ୍ରଟି ମସ୍ତିଷ୍କ ସହ ଜଡିତ ଥିବା ବେଳେ ମିନିମାଲ୍ ଇନ୍ଭାସିଭ୍…

୪ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତରପଶ୍ଚିମ ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓଡ଼ିଶା ଉପକୂଳରେ ଳଘୁଚାପ ପ୍ରଭାବରେ ଗତକାଲି ଠାରୁ ରାଜ୍ୟ ସାର ବର୍ଷା ଲାଗିରହିଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସୂଚନା ଅନୁଯାୟୀ ୪ ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ଓ ୧୨ଟି ଜିଲ୍ଲାରେ…

ରାଜଧାନୀରୁ ଆଉ ୩୨୯ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରୁ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ରାଜଧାନୀରୁ ଆଉ ୩୨୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୧୦ ଓ ସ୍ଥାନୀୟ ଅଞ୍ଚଳରୁ ୨୧୯ଜଣ ଚିହ୍ନଟ ହୋଇଛନ୍ତି। ଏଥିସହ ଗତ ୨୪ ଘଣ୍ଟାରେ ୩୪୧ ଜଣ ସୁସ୍ଥ…

ପ୍ଲାଜମା ଦାନ କଲେ ଧର୍ମେନ୍ଦ୍ର ପ୍ରଧାନ

କଟକ: ପ୍ଲାଜମା ଦାନ କଲେ ଧର୍ମେନ୍ଦ୍ର ପ୍ରଧାନ। କରୋନା ଆକ୍ରାନ୍ତଙ୍କ ପାଇଁ ପ୍ଲାଜମା ଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କଟକ ଏସ୍‌ସିବି ମେଡିକାଲ୍‌ରେ ପହଞ୍ଚି ପ୍ଲାଜମା ଦାନ କଲେ ଧର୍ମେନ୍ଦ୍ର। ଆଜି ପ୍ଲାଜମା ଦାନ କରିବା ନେଇ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଥିଲେ। କରୋନାରୁ…

ହାଥରସ ମାମଲା, ନାବାଳିକା ସହ ଦୁଷ୍କର୍ମ…

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ହାଥରାସ ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ଉତ୍ତେଜନା ଜାରି ରହିଥିବା ବେଳେ ବିଜେପି ନେତା ବିନୟ କଟିୟାର ହାଥରାସ ଗଣଦୁଷ୍କର୍ମ ଘଟଣାକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ହାଥରସରେ ନାବାଳିକା ସହ କୌଣସି ଦୁଷ୍କର୍ମ ହୋଇନାହିଁ। ପୀଡିତାଙ୍କ ମେରୁଦଣ୍ଡରେ…

ହାଥରସ ଅଭିମୁଖେ ରାହୁଲ ଗାନ୍ଧୀ

ହାଥରସ: ହାଥରସ ଅଭିମୁଖେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଉଛନ୍ତି ରାହୁଲ। ହାଥରସ ଯିବା ସମୟରେ ଦିଲ୍ଲୀ-ଉତ୍ତର ପ୍ରଦେଶ ସୀମାରେ ରାହୁଲଙ୍କୁ ଅଟକାଇଲା ପ୍ରଶାସନ। କେବଳ ୫ ଜଣଙ୍କୁ ହାଥରସ ଯିବାକୁ ପ୍ରଶାସନ ଅନୁମତି ଦେଇଛି। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଓ…