Odisha Link
Bridging the Missing Links in Odisha
Daily Archives

October 21, 2020

ଭଲ ଖବର: କରୋନାରୁ ସୁସ୍ଥ ହେଲେ ଆଉ ୨୭୧୬…

ଭୁବନେଶ୍ୱର: କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି। ଆଜି ରାଜ୍ୟରେ ଆଉ ୨୭୧୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ସୁସ୍ଥ ହୋଇଥିବା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫୪୯୧୩ ରେ ପହଁଞ୍ଚିଛି। ଖୋର୍ଦ୍ଧାରୁ ସର୍ବାଧିକ ୫୮୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ…

କାଲି ସନ୍ଧ୍ୟା ୬ଟାରୁ ୧୫ ମିନିଟ୍ ପାଇଁ…

ଭୁବନେଶ୍ୱର: ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧିକୁ ବିରୋଧ କରି ପ୍ରତିବାଦ ଲାଗି ଆହ୍ୱାନ କରାଯାଇଛି। ବିଦ୍ୟୁତ୍‌ ଉପଭୋକ୍ତା ମହାସଂଘ ସହ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ଆହ୍ୱାନ କରାଯାଇଛି। ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ କରାଯାଇଛି। କରୋନା ପରି ମହାମାରୀ ସମୟରେ…

କ୍ୟାନ୍ସର ମୁକ୍ତ ହେଲେ ସଞ୍ଜୟ ଦତ୍ତ

ମୁମ୍ବାଇ: ଅଭିନେତା ସଞ୍ଜୟ ଦତ୍ତ କ୍ୟାନସରକୁ ହରାଇଛନ୍ତି। ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ନେଇ ସଞ୍ଜୁ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଆଜି ସଞ୍ଜୁ ବାବା ଟ୍ୱିଟ କରି କ୍ୟାନ୍ସର ଉପରେ ବିଜୟ ହାସଲ କରିଥିବା ନେଇ ଘୋଷଣା କରିଛନ୍ତି। ନିଜର ଦୁଇ ସନ୍ତାନ ଶାହରାନ ଏବଂ ଇକରାଙ୍କ ଜନ୍ମଦିନ ଅବସରରେ ସଞ୍ଜୁ…

ପଥର ଖାଦାନ ଚାଲାଣକୁ ନେଇ ଦୁଇ ଗୋଷ୍ଠୀ…

ସୁନ୍ଦରଗଡ଼: କେ.ବଲାଙ୍ଗ ଥାନା ରକ୍ସି ଅଞ୍ଚଳରେ ଆଜି ଦିନ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଗଣ୍ଡଗୋଳରେ ଉଭୟ ପକ୍ଷରୁ କିଛି ଲୋକ ଆହତ ହୋଇଥିବାର ସୂଚନା ଥିବା ବେଳେ ବହୁ ଗାଡି ଭଙ୍ଗା ରୁଜା ହୋଇଛି। ଏ ବାବଦରେ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ବେଳେ ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ…

କରୋନା: ଆଜି ଭୁବନେଶ୍ୱରରୁ ଆଉ ୨୩୯…

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ୱରରୁମୋଟ୍‌ ୨୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୬୩ ଜଣ ସଂଗରୋଧ ଓ ୧୭୬ ଜଣ ସ୍ଥାନୀୟ ଅଞ୍ଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସେପଟେ ଆଜି ୩୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…

ଜମିବାଡ଼ି ବିବାଦକୁ ନେଇ ଗଡ଼ିଲା ୩ ମୁଣ୍ଡ

କୁଚିଣ୍ଡା: ଜମିଜମା ପାଇଁ ୩ ଜଣଙ୍କ ଜୀବନ ଚାଲି ଯାଇଛି। ମହୁଲିପାଲି ଥାନା ଲଫଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ଜମିବାଡି ଘଟଣାକୁ କେନ୍ଦ୍ରକରି ଟ୍ରିପଲ ମର୍ଡର ହୋଇଛି। ମୃତକ ହେଲେ ଝିଅ ସାବିତ୍ରୀ ବେହେରା, ଜ୍ବାଇଁ, ଗିରିଧାରୀ ବେହେରା ଏବଂ ଶାଶୁ ହୀରାବତୀ ବେହେରା।…

ନିଲମ୍ବିତ ହେଲେ ନାଉଗାଁ ପୁଲିସ୍ ଏସଆଇ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ନାଉଗାଁରେ କାର୍ଯ୍ୟରତ ସବଇନସପେକ୍ଟର ବିବେକାନନ୍ଦ ସାହୁଙ୍କୁ ନିଲମ୍ବିତ ହୋଇଛନ୍ତି। ଏ ନେଇ ଏସଆଇଙ୍କର ହ୍ଵାଟସଆପ୍ ଅଡିଓ ଓ ଫଟୋ ଭାଇରାଲ ହେବା ପରେ ତାଙ୍କ ବିରୋଧରେ ଜଗତସିଂହପୁର ଏସପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭାଇରାଲ ହେଉଥିବା ହ୍ଵାଟ୍ସଆପ ଅଡିଓରେ ସେ…

୫ଜି ପାଇଁ ଜିଓ ଓ କ୍ୱାଲ୍‌କମ୍‌ର ମିଳିତ…

ମୁମ୍ବାଇ: କ୍ୱାଲ୍‌କମ୍ ଟେକ୍ନୋଲୋଜିସ୍ ଓ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ) ତଥା ଏହାର ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ ସଂସ୍ଥା ରାଡିସିସ୍ କର୍ପୋରେସନ ସହଯୋଗରେ ଭର୍ଚୁଆଲାଇଜଡ୍ ଆର୍‌ଏଏନ୍ ସହିତ ୫ଜି ସଲ୍ୟୁସନ୍ ଭିତ୍ତିକ ଏକ ଓପନ୍ ଓ ଇଣ୍ଟରଅପରେବଲ୍ ଇଣ୍ଟରଫେସ୍ ସମ୍ବଳିତ ବ୍ୟବସ୍ଥା ବିକଶିତ କରିବା…

ଉପନିର୍ବାଚନ: ସିଇଓଙ୍କ ଠାରେ ବିଜେପି…

ଭୁବନେଶ୍ବର: ବାଲେଶ୍ବର ଓ ତିର୍ତ୍ତୋଲରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ ସିଇଓଙ୍କ ଠାରେ ବିଜେପି ଫେରାଦ ହୋଇଛି। ଏନେଇ ସିଇଓଙ୍କ ନିକଟରେ ଅଭିଯୋଗ କଲେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ୱେସ୍କୋ ସହଯୋଗରେ ବିଜୁଳି ସଂଯୋଗ ଦେଉଛନ୍ତି। ମନ୍ତ୍ରୀ…

ଗୁଣପୁର ତହସିଲଦାର ନିଲମ୍ବିତ

ଗୁଣପୁର: ରାୟଗଡା ଜିଲ୍ଲା ଗୁଣପୁର ତହସିଲଦାର ଲକ୍ଷ୍ମୀ ନାରାୟଣ ସାବତ ନିଲମ୍ବିତ ହୋଇଛନ୍ତି। କାର୍ଯ୍ୟରେ ଅବହେଳା ପାଇଁ ତାଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର। ଗତ ଶୁକ୍ରବାର ଦିନ ଓକିଲଗୁଡା ପଥର ଖାଦାନରେ ବିସ୍ଫୋରଣ ଘଟି ତିନି ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ସେହି ଘଟଣାରେ କାର୍ଯ୍ୟାନୁଷ୍ଠାନ…