ଦିଲ୍ଳୀରେ ବିସ୍ଫୋରଣ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଇସ୍ରାଏଲ ଦୂତବାସ ନିକଟରେ ବିସ୍ଫୋରଣ ଘଟିଛି। ଦୂତାବାସ ବାହାରେ ଆଇଇଡ଼ି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଏହି ବିସ୍ଫୋରଣରେ କିଛି କାର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ଏହି ବିସ୍ଫୋରଣରେ କେହି ମୃତାହାତ ହେବାର କିଛି ସୂଚନା ମିିଳି ନାହିଁ। ବିସ୍ଫୋରଣ ଛୋଟ ଧରଣର ହୋଇଛି ବୋଲି କହିଛି ଦିଲ୍ଲୀ ପୋସିଲ।