Odisha Link
Bridging the Missing Links in Odisha

ବରଗଡ଼ରେ ହେବ କ୍ୟାନସର କେୟାର ସେଣ୍ଟର

ବରଗଡ଼: ବରଗଡ଼ରେ ନିର୍ମାଣ ହେବ କ୍ୟାନସର କେୟାର ସେଣ୍ଟର। ଏଥିସହ ଆରମ୍ଭ ହେବ G+୫ କ୍ୟାନସର ଚିକିତ୍ସା ପ୍ରକ୍ରିୟା। ବରଗଡ଼ର କ୍ୟାନସର କେୟାର ସେଣ୍ଟର ପାଇଁ ୯୦କୋଟି ୨୭ଲକ୍ଷ ଟଙ୍କା ଖର୍ଚ୍ଚ ହେବ।

ସୂଚନା ମୁତାବକ, ବରଗଡ଼ର G+୫ କର୍କଟ ସେବା କେନ୍ଦ୍ର ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ପ୍ରାଶାସନିକ ଅନୁମତି ମିଳିଥିବା ସୂଚନା ମିଲିଛି। ଏହି କ୍ୟାନସର କେୟାର ସେଣ୍ଟର ହେଲେ ବରଗଡ଼ ଓ ଆଖପାଖ ଅଞ୍ଚଳର ରୋଗୀ ସୁବିଧାରେ ଚିକିତ୍ସା ପାଇପାରିବେ।

Leave A Reply

Your email address will not be published.