Odisha Link
Bridging the Missing Links in Odisha
Daily Archives

August 13, 2021

ରାଜଧାନୀରୁ ୨୫ ଲକ୍ଷ ଟଙ୍କାର ଅଫିମ ଜବତ

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ଧଳା ଜହର ବ୍ୟବସାୟୀଙ୍କ କାରବାର। ଆଜି ଭୁବନେଶ୍ବରରୁ ୨୦ କେଜିରଅଫିମ ଜବତ କରାଯାଇଛି। ନାକୋଟିକ କଣ୍ଟ୍ରୋଲ ବ୍ୟୁରୋ କୋଳଥିଆରୁ ଏହି ସବୁ ଅଫିମକୁ ଜବତ କରିଛି। ଏହି ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଜବତ ଅଫିମର ଆନୁମାନିକ ମୂଲ୍ୟ ୨୫ ଲକ୍ଷ…

ଜଗତସିଂହପୁର ଓଡ଼ିଶା ବିକାଶର ମୁଖ୍ୟଦ୍ୱାର:…

ଭୁବନେଶ୍ୱର: ଜଗତସିଂହପୁର ହେଉଛି ଓଡ଼ିଶାର ବିକାଶର ମୁଖ୍ୟ ଦ୍ୱାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜଗତସିଂହପୁର ଜିଲ୍ଲାରେ ୨୧୫ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ସେ କହିଛନ୍ତି ଯେ, ଜଗତସିଂହପୁର ଜିଲ୍ଲା ଓଡ଼ିଶାର ଏକ ଆଗୁଆ ଜିଲ୍ଲା।…

ଟ୍ୱିଟର ଇଣ୍ଡିଆ ମୁଖ୍ୟ ମନୀଷ…

ନୂଆଦିଲ୍ଲୀ: ଟ୍ୱିଟର ଇଣ୍ଡିଆ ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି। ଟ୍ୱିଟର ଇଣ୍ଡିଆର ମୁଖ୍ୟ ମନୀଷ ମାହେଶ୍ୱରୀଙ୍କୁ ଆମେରିକା ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କୁ ଏକ ବଡ ଦାୟିତ୍ୱ ମିଳିଛି। ସେଠାରେ ସେ ରେଭିନ୍ୟୁ ଷ୍ଟାଟେଜୀ ଆଣ୍ଡ ଅପରେଶନର ସିନିୟର ଡାଇରେକ୍ଟର ସହ ନ୍ୟୁ ମାର୍କେଟ ଉପରେ ଧ୍ୟାନ…

ନିର୍ବାଚନ ଆୟୋଗଙ୍କ ୱେବସାଇଟ ହ୍ୟାକ୍

ସହାରନପୁର: ଭାରତ ନିର୍ବାଚନ ଆୟୋଗଙ୍କ ୱେବସାଇଟ ହ୍ୟାକ୍। ଏହି ଘଟଣାରେ ଉତ୍ତରପ୍ରଦେଶ ସହାରନପୁର ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଭିପୁଲ ସାଇନି ନକୁଡ଼ ଅଞ୍ଚଳରେ ନିଜର ଏକ କମ୍ପ୍ୟୁଟର ଦୋକାନରୁ ନିର୍ବାଚନ ଆୟୋଗଙ୍କ ୱେବସାଇଟ ହ୍ୟାକ କରିଥିଲା। ଏଥିସହି ନିର୍ବାଚନ ଆୟୋଗରେ କାମ…

ବର୍ଷା ଆଶଙ୍କା, ୯ ଜିଲ୍ଲାରେ ୟେଲୋ…

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା ସମ୍ଭାବନା। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି, ରାୟଗଡ଼ା, ନୂଆପଡ଼ା, କଳାହାଣ୍ଡି, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ…

ବିଜେଡିରେ ଯୋଗଦେବା ନେଇ ପ୍ରତିକ୍ରିୟା…

ଭୁବନେଶ୍ବର: ପିସିସି କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ କଂଗ୍ରେସ ଛାଡି ବିଜେଡିରେ ଯୋଗଦେବା ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି। ଏନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ ମାଝୀ। ସେ ଏଭଳି ପ୍ରଚାରକୁ ଖଣ୍ଡନ କରିଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏସବୁ ଗୁଜବ ପ୍ରଚାର…

ଟଙ୍କା ଅଭାବରୁ କରିପାରିଲେନି ଅନ୍ତିମ…

ହାଇଦ୍ରାବାଦ: ଫ୍ରିଜ୍‌ ଭିତରୁ ମିଳିଲା ୯୩ ବର୍ଷୀୟ ବୃଦ୍ଧଙ୍କ ମୃତଦେହ ଉଦ୍ଧାର। ଅନ୍ତିମ ସଂସ୍କାର ପାଇଁ ପାଖରେ ଟଙ୍କା ନଥିବାରୁ ଜଣେ ବ୍ୟକ୍ତି ନିଜ ଜେଜେବାପାଙ୍କ ମୃତଦେହ ଫ୍ରିଜ୍‌ ଭିତରେ ରଖିଥିଲେ। ଏଭଳି ଘଟଣା ତେଲେଙ୍ଗାନାରେ ଦେଖିବାକୁ ମିଳିଛି। ଦୁର୍ଗନ୍ଧ ହେବାରୁ ପଡ଼ୋଶୀ ପୁଲିସ୍‌କୁ ସୂଚନା ଦେଇଥିଲେ…

ଦିଲ୍ଲୀର ଧାର୍ମିକ ସ୍ଥାନରେ ହୋଇପାରେ…

ନୂଆଦିଲ୍ଲୀ: ସ୍ବାଧୀନତା ଦିବସରେ ଆତଙ୍କବାଦୀ ଆକ୍ରମଣକୁ ନେଇ ପୂର୍ବରୁ ଗୁଇନ୍ଦା ରିପୋର୍ଟ ମିଳିବା ପରେ ଦିଲ୍ଲୀରେ ହାଇ ଆଲର୍ଟ ଜାରି ହୋଇଛି। ଦିଲ୍ଲୀ ପୋଲିସ ଏକ ଉଚ୍ଚସ୍ତରୀୟ ବୈଠକ କରିଥିବା ବେଳେ ଗୁଇନ୍ଦା ରିପୋର୍ଟକୁ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ସଦ୍ୟ ରିପୋର୍ଟ ଅନୁସାରେ, ଖଲିସ୍ତାନୀ ସମର୍ଥକ…

ସେପ୍ଟେମ୍ବର ୬ରୁ ଆରମ୍ଭ ହେବ OJEE…

ଭୁବନେଶ୍ବର: ଆସନ୍ତା ମାସ ସେପ୍ଟେମ୍ବର ୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି OJEE ପରୀକ୍ଷା। ପରୀକ୍ଷା ୬ ତାରିଖରୁ ଆରମ୍ଭ ହୋଇ ଏହା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଦୈନିକ ୩ଟି ସିଫ୍ଟରେ CBT ମୋଡରେ ପରୀକ୍ଷା କରାଯିବ। ପରୀକ୍ଷା ନେଇ OJEE ଅଧ୍ୟକ୍ଷ ସୁଦୀପ ଚାନ୍ଦ ସୂଚନା ଦେଇଛନ୍ତି। କୋଭିଡ୍ ଗାଇଡଲାଇନ୍‌…

ଆଫଗାନିସ୍ତାନରେ ଭାରତୀୟଙ୍କ ସୁରକ୍ଷା ନେଇ…

ଆଫଗାନିସ୍ତାନ: ଆଫଗାନିସ୍ତାନର ଗୋଟିଏ ପରେ ଗୋଟିଏ ସହରକୁ ତାଲିବାନ ଏବେ ଦଖଲ କରିବାରେ ଲାଗିଛି। ବର୍ତ୍ତମାନ ଆଫଗାନିସ୍ତାନର ସ୍ଥତି ଏବେ ଗମ୍ଭୀର ରହିଛି ଏହାକୁ ନଜରରେ ରଖି ଭାରତ ତରଫରୁ ଏକ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇ ସେଠାରେ ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ବ୍ୟବସ୍ଥାକୁ ପୁରା ଧ୍ୟାନ…